ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ , ସମ୍ବଲପୁର


ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ,  ଭାରତୀୟ ରାଜ୍ୟ ଓଡ଼ିଶାର ପଶ୍ଚିମାଞ୍ଚଳର ମୁଖ୍ୟ ଜିଲ୍ଲା ସମ୍ବଲପୁରର ସଦର ମହକୁମା ସମ୍ବଲପୁର ସହରରେ ଅବସ୍ଥିତ । ଏହା ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମାନୁସାରେ ନାମିତ ।ଏହି ପଡିଆରେ ରଣଜୀ ଟ୍ରଫି ସହ ଅଦ୍ୟାବଧି 15ଟି ପ୍ରଥମ ଶ୍ରେଣୀ କ୍ରିକେଟ ମେଚ ଅନୁଷ୍ଠିତ ହେଇସାରିଲାଣି । ଏଠାରେ ପ୍ରଥମ କରି 1973.[୨] ରେ ରଣଜୀ ଟ୍ରଫି ମେଚର ଆୟୋଜନ କରା ଯାଇଥିଲା ।   ଏହି ପଡିଆରେ ପୂର୍ବାଞ୍ଚଳ କ୍ରିକେଟ ମେଚ ମଧ୍ୟ ଅନୁଷ୍ଠିତ ହେଇଥିଲା  1992 and 1999  ରେ .[୩]

ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ
LocationSambalpur, Orissa
Establishment1998
Capacity20,000[୧]
OwnerOrissa Cricket Association
OperatorOrissa Cricket Association
TenantsOrissa cricket team
Odisha Premier League
Source: Cricinfo

ଅବସ୍ଥିତି ସମ୍ପାଦନା

ଏହି ଷ୍ଟାଡିୟମଟି ସମ୍ବଲପୁର ସହରର ସାକ୍ଷୀ ପଡା ଅଞ୍ଚଳରେ ଅବସ୍ଥିତ । ଏଠାରେ କ୍ରିକେଟ ବ୍ୟତୀତ ଖେଳ କୁଦ , ହକି ଓ ଅନ୍ୟ କ୍ରୀଡ଼ା ସବୁ ହେବା ସହ ଏଠାରେ ଭାରତୀୟ ସେନା ବାହିନୀର ନିଯୁକ୍ତି ରଲି ମଧ୍ୟ ଅନୁଷ୍ଠିତ ହେଇଥାଏ ।[୪] ଅଞ୍ଚଳର ବୃହତ ବାର୍ଷିକ କ୍ରୀଡ଼ା ସବୁ ମଧ୍ୟ ଏଠାରେ ହୁଏ ।

ଆଧାର  ସମ୍ପାଦନା

  1. http://www.worldofstadiums.com/asia/india/odisha/veer-surendra-sai-stadium/
  2. First-class matches
  3. List A
  4. https://www.lokaindia.com/sthaan/vss-stadium/57393abb386e65cfedfa8c16/[permanent dead link]

ବାହାର ଲିଙ୍କ  ସମ୍ପାଦନା