ବୀଣା ମହାପାତ୍ର
ଭାରତୀୟ ଓଡ଼ିଆ ଭାଷୀ ଲେଖିକା
ବୀଣା ମହାପାତ୍ର (୨୧ ଜୁଲାଇ ୧୯୩୬ - ୨୦୧୩) ଜଣେ ଭାରତୀୟ ଓଡ଼ିଆ ଭାଷୀ ଲେଖିକା ଥିଲେ । ସେ ଅନେକ ଗଳ୍ପ ଓ ଉପନ୍ୟାସ ଲେଖିବା ସହ ମାସିକ ପତ୍ରିକା ସୌରଭର ସମ୍ପାଦିକା ଭାବେ ଜଣାଶୁଣା ।[୧]
ବୀଣା ମହାପାତ୍ର | |
---|---|
ଜନ୍ମ | |
ମୃତ୍ୟୁ | ୨୦୧୩ |
ଜାତୀୟତା | ଭାରତୀୟ |
ବୃତ୍ତି | ପତ୍ରିକା ସମ୍ପାଦିକା' |
ଉଲ୍ଲେଖନୀୟ କୃତି | ସୁବର୍ଣ୍ଣ ସୀତା, ଭାଗ୍ୟ ହାତେ ଡୋରୀ |
ବୈବାହିକ-ସାଥୀ | ରମାକାନ୍ତ ମହାପାତ୍ର |
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାବୀଣା ମହାପାତ୍ର କଟକଠାରେ ୧୯୩୬ ଜୁଲାଇ ୨୧ରେ ଜନ୍ମଗ୍ରହଣ କରିଥିଲେ । ସେ ଗଣିତରେ ସ୍ନାତକୋତ୍ତର ଶିକ୍ଷାଲାଭକରିଥିଲେ ।
ରଚନାବଳୀ
ସମ୍ପାଦନାପ୍ରଥମେ କବିତାରୁ ଆରମ୍ଭ କରି ସେ ପ୍ରାୟ ୫୦ ଖଣ୍ଡ ଉପନ୍ୟାସ ଗଳ୍ପ ସଂକଳନ ରଚନା କରିଥିଲେ । ତାଙ୍କ ରଚିତ ସୁବର୍ଣ୍ଣ ସୀତା, ଭାଗ୍ୟ ହାତେ ଡୋରୀ ଉପନ୍ୟାସଦ୍ୱୟ ସମାନ ନାମରେ ଚଳଚ୍ଚିତ୍ରରେ ରୂପାୟନ ହୋଇଥିଲା ।[୨]
କ୍ଷୁଦ୍ର ଗଳ୍ପ
ସମ୍ପାଦନା- ଛାଇ ଆଲୁଅ (୧୯୮୭)
ଉପନ୍ୟାସ
ସମ୍ପାଦନା- ଅଙ୍ଗେ ଅଙ୍ଗେ ରଙ୍ଗ ଲାଗେ (୧୯୬୬)[୩]
- ପୁଷ୍ପିତ ମୌସୁମୀ (୧୯୬୭)
- ସୁବର୍ଣ୍ଣ ସୀତା (୧୯୭୬)
- ନୀଳ ଝରଣା (୧୯୯୮)
- ଭାଗ୍ୟ ହାତେ ଡୋରୀ
- ସାଗରିକା ପ୍ରୀତିଧାରା (ଏକତ୍ର)
- ତାରାବାଈ
- ଚିତ୍ରାଙ୍ଗଦା
- ଅଭଶପ୍ତ ତାରୁଣ୍ୟ (କିଶୋର ଉପନ୍ୟାସ)
- ଏଇ ଜହ୍ନ ଏଇ ରାତି
- କ୍ଳାନ୍ତ ନିଶୀଥ
- ମନ ମୟୁରୀ
- ବିବର୍ଣ୍ଣ ପୃଥିବୀ
- ଜଳତରଙ୍ଗ
- ଢେଉ ପରେ ଢେଉ
- କୋରୀ ଝରାନା ଲୁହ
- ଶେଷ ସୂର୍ଯ୍ୟାସ୍ତ
- ମହୀୟସୀ
- ମହାନଗରୀ
- ସାଗରିକା
- ସୁପ୍ତ ଗୋଧୂଳି
- କଳଙ୍କିତ ସହର
- ଟୋପା ଟୋପା ଲୁହ
- ଭିଜା ଶ୍ରାବଣ
- ଅଗ୍ନିବିନ୍ଦୁ
- କୃଷ୍ଣା କାବେରୀ
- ମନ ପ୍ରଜାପତି
- ଧ୍ୱନି ପ୍ରତିଧ୍ୱନି
- ହାଏ ଆମେରିକା
- ବିଦେଶିନୀ
- ଅନେକ ଲହରୀ
- ତାରାବାଈ
- ହଜିଯାଇଥିବା ମନଟିଏ
- ଇନ୍ଦ୍ରଧନୁର ଭଗ୍ନାଂଶ
- ଦଗ୍ଧ ଶେଫାଳୀ
- ଧୂସର ଧରିତ୍ରୀ
- ଅନେକ ବିନିଦ୍ର ରଜନୀ
- ଭିଜା ଆକାଶ
- ଏଇତ ଜୀବନ
- ମାୟା ମରୀଚିକା
- ପଥେ ପଥେ ପଦରେଣୁ
ଆଧାର
ସମ୍ପାଦନା- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୦୮୨. ISBN 81-903352-3-5.
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୬୭୮, ୭୫୪. ISBN 81-7400-331-2.
- ↑ ବଳିଆରସିଂହ, ଶକୁନ୍ତଳା (୨୦୦୪). ପରିଚିତି. ଭୁବନେଶ୍ୱର: ଓଡ଼ିଶା ଲେଖିକା ସଂସଦ. pp. ୧୪୧-୧୪୨.