ବୀଜଗଣିତ
ବୀଜଗଣିତ ଭାରତୀୟ ପ୍ରାଚୀନ ଗଣିତ ବିଶାରଦ ଭାସ୍କରଙ୍କ ସୃଷ୍ଟି । ତାଙ୍କର ମୂଳ ସଂସ୍କୃତ ରଚନା ' ସିଦ୍ଧାନ୍ତ ଶିରୋମଣି ' ସହିତ ଲୀଳାବତୀ , ଗୃହାଗଣିତ ଓ ଗୋଲାରଧ୍ୟୟର ସମ୍ମିଶ୍ରଣରେ ବୀଜଗଣିତର ସୃଷ୍ଟି ।
ଅଧ୍ୟେୟ ସମୂହ
ସମ୍ପାଦନାସମୁଦାୟ ପୁସ୍ତକର ବିଷୟବସ୍ତୁ ୬ ଭାଗରେ ବିଭକ୍ତ । ଏହା ମୁଖ୍ୟତଃ ବିଷମ ସମୀକରଣ ( indeterminate equations), ଚତୁର୍ଦିଗୀୟ ସମୀକରଣ (quadratic equations) ,ସରଳ ସମୀକରଣ ( simple equations), ଇତ୍ୟାଦି ଅନ୍ତର୍ଭୁକ୍ତ . ବିଷୟ ବସ୍ତୁଗୁଡ଼ିକ ନିମ୍ନ ପ୍ରକାର
- ପରିଚୟ
- ସରଳ ସମୀକରଣ ଉପରେ
- ବର୍ଗୀୟ ସମୀକରଣ ଉପରେ
- ପ୍ରଥମ ଡିଗ୍ରୀ ବିଶିଷ୍ଟ ବର୍ଗୀୟ ସମୀକରଣ
- ୨ ୟ ଡିଗ୍ରୀ ଉପରେ ବର୍ଗୀୟ ସମୀକରଣ
- ଚତୁର୍କୋଣ ଆକୃତି ଆଧାରିତ ସମୀକରଣ
ବୀଜଗଣିତରେ ଭାସ୍କର II ଜୟଦେବଙ୍କଦ୍ୱାରା ସାଧାରଣକୃତ କରାଯାଇଥିବା ବ୍ରହ୍ମଗୁପ୍ତ ନ ବିଷମ ସମୀକରଣର ସମାଧାନ ସୂତ୍ରକୁ ମାର୍ଜିତ କରାଯାଇଥିଲା । ଏଥିରେ ମଧ୍ୟ pell ସମୀକରଣର Cyclic ବା ଚକ୍ରବାଳ ପଦ୍ଧତିର ବ୍ୟବହାର ବିଷୟ ଦିଆ ଯାଇଥିଲା । ବୀଜଗଣିତ ପ୍ରଥମ ପୁସ୍ତକ ଯହିଁରେ ପ୍ରତ୍ୟେକ ଧନାତ୍ମକ ସଂଖ୍ୟାର ଦୁଇଟି ବର୍ଗମୂଳ ରହିଥିବା ବିଷୟ ଉପସ୍ଥାପନା କରା ଯାଇଥିଲା ।
ଅନୁବାଦ ସାମୁହ
ସମ୍ପାଦନାବୀଜଗଣିତର ସମୀକରଣ ଓ ତାହାର ସମାଧାନ ଇଂରେଜୀରେ ଅନୁଦିତ ହେଇଥିଲା
- 1817. Henry Thomas Colebrooke, Algebra, with Arithmetic and mensuration, from the Sanscrit of Brahmegupta and Bháscara
- 1813. Ata Allah ibn Ahmad Nadir Rashidi; Samuel Davis
- 1813. Strachey, Edward, Sir, 1812–1901
- Bhaskaracharya's Bijaganita and its English and Marathi Translation by Prof. S. K. Abhyankar
ବାରାଣାଶିର ଦୁଇଜଣ ବିଦ୍ୱାନ ସୁଧାକର ଦ୍ୱିବେଦୀ ଓ ବପୁଦେବ ଶାସ୍ତ୍ରୀ ୧୯ ଶ ଶତାବ୍ଦୀରେ ବୀଜଗଣିତ ଉପରେ ବିଶଦ୍ ତର୍ଜମା କରିଥିଲେ ।
ପୁନଶ୍ଚ ପଠନ
ସମ୍ପାଦନା- Indian mathematics
- Timeline of algebra and geometry
ଆଧାର
ସମ୍ପାଦନାBibliography
ସମ୍ପାଦନା- Plofker, Kim (2009), Mathematics in India, Princeton University Press, ISBN 9780691120676
{{citation}}
: More than one of|ISBN=
and|isbn=
specified (help) - Poulose, K. G. (1991), K. G. Poulose (ed.), Scientific heritage of India, mathematics, vol. Volume 22 of Ravivarma Samskr̥ta granthāvali, Govt. Sanskrit College (Tripunithura, India)
{{citation}}
:|volume=
has extra text (help)
ବାହାର ଲିଙ୍କ
ସମ୍ପାଦନା- Hindi translation by Durga Prasad Archived 2012-10-07 at the Wayback Machine.