ବି. ଧନଞ୍ଜୟ
ନୃତ୍ୟଗୁରୁ
ବି. ଧନଞ୍ଜୟ (ଜନ୍ମ: ୮ ସେପ୍ଟେମ୍ବର ୧୯୮୧) ଜଣେ ଭାରତୀୟ କଥାଚିତ୍ର ନୃତ୍ୟ ନିର୍ଦ୍ଦେଶକ ଏବଂ ଅଭିନେତା ଯିଏକି ମୁଖ୍ୟତଃ କନ୍ନଡ଼ କଥାଚିତ୍ର ଜଗତରେ କାମ କରନ୍ତି । ସେ ଇମ୍ରାନ ସର୍ଦ୍ଦାରିୟାଙ୍କ ନିର୍ଦ୍ଦେଶିତ କଥାଚିତ୍ର ଉପ୍ପୁ ହୁଲି ଖରାର ଅନ୍ୟତମ ମୁଖ୍ୟ ଅଭିନେତା ଭାବରେ ଅଭିନୟ କରିଥିଲେ ।[୧][୨]
ବି. ଧନଞ୍ଜୟ | |
---|---|
ଜନ୍ମ | ବାଙ୍ଗାଲୋର, ଭାରତ | ୮ ସେପ୍ଟେମ୍ବର ୧୯୮୧
ବୃତ୍ତି(ସମୂହ) | ନୃତ୍ୟ ନିର୍ଦ୍ଦେଶକ, ଅଭିନେତା |
ସକ୍ରିୟ ବର୍ଷ | ୧୯୯୩–ଏବେଯାଏଁ |
ପେଷା
ସମ୍ପାଦନାଇମ୍ରାନ ସର୍ଦ୍ଦାରିୟାଙ୍କ ନିର୍ଦ୍ଦେଶିତ କନ୍ନଡ଼ କଥାଚିତ୍ର ଉପ୍ପୁ ହୁଲି ଖରାର ଅନ୍ୟତମ ହିରୋ ଥିଲେ ଧନଞ୍ଜୟ ।[୩] ତାଙ୍କର ପରିଚୟ ଗୀତକୁ ଅଭିନେତା କିଚ୍ଚା ସୁଦୀପ ଗାଇଥିଲେ ।[୪][୫]
ଜଣେ ନୃତ୍ୟ ନିର୍ଦ୍ଦେଶକ ଭାବରେ ସେ ୪୦ରୁ ଅଧିକ ଗୀତର ନିର୍ଦ୍ଦେଶନା ଦେଇଛନ୍ତି । ସେ ଅନନ୍ତୁ ଭର୍ସେସ୍ ନୁସରତ କଥାଚିତ୍ର ପାଇଁ ସେ ଅଭିନେତା ବିନୟ ରାଜକୁମାରଙ୍କୁ ତାଲିମ ଦେଇଥିଲେ ।[୬] ସେ ଭିକ୍ଟର ୨ କଥାଚିତ୍ରରେ ସ୍ଥାନିତ "କୁଟ୍ଟୁ କୁଟ୍ଟୁ କୁଟ୍ଟପ୍ପା" ଗୀତରେ ଅଭିନେତା ଶରଣ ଓ ଅପୂର୍ବାଙ୍କୁ ନୃତ୍ୟ ଶିଖାଇଥିଲେ । ଏହି ଗୀତଟି ମୁକ୍ତିଲାଭ ପରେ ଲୋକପ୍ରିୟତା ପାଇଥିଲା ।[୭]
ନୃତ୍ୟ ନିର୍ଦ୍ଦେଶନା
ସମ୍ପାଦନାକଥାଚିତ୍ର | ଗୀତ | ବର୍ଷ | ଭାଷା | ମନ୍ତବ୍ୟ |
---|---|---|---|---|
ଅନନ୍ତୁ ଭର୍ସେସ୍ ନୁସରତ | "ଇଗା ତାନେ ଜାରିୟାଗିଡେ" | ୨୦୧୮ | କନ୍ନଡ଼ | |
ଭିକ୍ଟର ୨ | "କୁଟ୍ଟୁ କୁଟ୍ଟୁ କୁଟ୍ଟପ୍ପା" | କନ୍ନଡ଼ | ||
ରଗ୍ଡ୍ | "ନିନ୍ନେ ପ୍ରିତିସୁଭେ" | ୨୦୧୯ | କନ୍ନଡ଼ | |
ପଡ୍ଡେ ହୁଲି | "୭ ସଙ୍ଗସ୍" | କନ୍ନଡ଼ | ||
ଅମର | "ମାରେଟୁହୋୟିଟେ" | କନ୍ନଡ଼ | ||
ଆଦ୍ୟାକ୍ସା ଇନ୍ ଆମେରିକା | ସମୁଦାୟ ଗୀତ | କନ୍ନଡ଼ |
ଆଧାର
ସମ୍ପାଦନା- ↑ "'Uppu Huli Khara' Review: A Heist Drama for the Youth". The New Indian Express.
- ↑ "Uppu Huli Khara Review {2.5/5}: Go give this film a try. You may just walk out entertained". The Times of India.
- ↑ "Meet the other two boys of Uppu Huli Khara". epaper.timesgroup.com.
- ↑ "'Sudeep's voice adds to the energy in our Ganesha song' - Times of India". The Times of India.
- ↑ "Sudeep's voice sounded divine when he recorded the track on Ganesha, says Uppi Huli Khara director". The New Indian Express.
- ↑ "Rajkumar's grandson to make his debut with 'Siddartha'". The Hindu. 2 May 2014 – via www.thehindu.com.
- ↑ "Apoorva's makes right dance moves in Victory sequel". The New Indian Express.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ବି. ଧନଞ୍ଜୟ