ବିଶ୍ୱ ସଂସ୍କୃତ ଦିବସ

ସଂସ୍କୃତ ଭାଷା ଉତ୍ସବ

ବିଶ୍ୱ ସଂସ୍କୃତ ଦିବସ, ବା ବିଶ୍ୱ ସଂସ୍କୃତ ଦିନମ (ସଂସ୍କୃତ: विश्वसंस्कृतदिनम्), ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମା ଦିନ ପାଳନ କରାଯାଏ । ଏହା ପ୍ରାୟତଃ ଇଂରାଜୀ କ୍ୟାଲେଣ୍ଡରର ଅଗଷ୍ଟ ମାସରେ ପଡ଼ିଥାଏ । ସଂସ୍କୃତ ଭାଷାର ସାଂସ୍କୃତିକ ବିଶେଷତ୍ୱ ତଥା ଏହାର ଗୁରୁତ୍ୱ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନ କରାଯାଏ । [୧] ୧୯୬୯ ମସିହାରେ ଭାରତ ସରକାର ଏହି ଦିବସ ପାଳନ କରିବା ନିମନ୍ତେ ନିଷ୍ପତି ନେଇଥିଲେ ।[୨]

ବିଶ୍ୱ ସଂସ୍କୃତ ଦିବସ
ପାଳନକାରୀଭାରତ
ଆରମ୍ଭ୧୯୬୯
ତାରିଖଶ୍ରାବଣ ପୂର୍ଣ୍ଣିମା
୨୦୨୩ ତାରିଖଅଗଷ୍ଟ ମାସ ୩୧ ତାରିଖ
୨୦୨୪ ତାରିଖdate missing (please add)
ପୁନଃପୌନିକତାବାର୍ଷିକ

ଆଧାର ସମ୍ପାଦନା

  1. Arvind, K. (23 June 2016). "Samskrita Bharati Celebrates World Sanskrit Day". Lok Vani. Retrieved 5 September 2017.
  2. "Sanskrit Diwas 2020: Date, history, significance and all you need to know". India Today (in ଇଂରାଜୀ). August 3, 2020. Retrieved 2021-08-19.