ବିଶ୍ୱ ଖୁସି ଦିବସ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ପାଳିତ ହୁଏ ।[୧]

ବିଶ୍ୱ ଖୁସି ଦିବସ
ପାଳନବିଶ୍ୱବ୍ୟାପୀ
ତାରିଖମାର୍ଚ୍ଚ ମାସ ୨୦ ତାରିଖ
ପୁନଃପୌନିକତାବାର୍ଷିକ

ଉଦ୍ଦେଶ୍ୟ ସମ୍ପାଦନା

ୟୁନେସ୍କୋର ଘୋଷଣାନାମା ଅନୁସାରେ ଆମ ଜୀବନରେ ଖୁସିର ଗୁରୁତ୍ବକୁ ବୁଝିବା ପାଇଁ ତଥା ଆମ ଚାରିପଟେ ଥିବା ଲୋକମାନଙ୍କର ଖୁସି ପାଇଁ ଯତ୍ନଶୀଳ ହେବା ଏହି ଦିବସର ପ୍ରମୁଖ ଉଦ୍ଦେଶ୍ୟ।[୨]

ଇତିହାସ ସମ୍ପାଦନା

 
ଜେମି ଇଲିୟାନ

ବିଶ୍ୱ ଖୁସି ଅନୁଷ୍ଠାନର ଅଧ୍ୟକ୍ଷ ଜେମି ଇଲିୟାନ ୨୦୧୧ ମସିହାରେ ଏହି ଦିବସ ପାଳନ ନିମନ୍ତେ ୟୁନେସ୍କୋରେ ଆବେଦନ କରିଥିଲେ । ୨୦୧୨ ମସିହା ଜୁନ ୨୮ ତାରିଖରେ ୟୁନେସ୍କୋଦ୍ୱାରା ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଖୁସି ଦିବସ ଭାବେ ପାଳନ କରିବା ନିଷ୍ପତ୍ତି ନିଆଯାଇଥିଲା ଓ ୨୦୧୩ ମସିହାରୁ ଏହି ଦିବସ ବିଶ୍ୱବ୍ୟାପୀ ପାଳିତ ହେଉଛି ।[୩] [୪]

ଆଧାର ସମ୍ପାଦନା

  1. "International Day of Happiness, 20 March". United Nations: Department of Economic and Social Affairs Social Inclusion. United Nations. 31 July 2015. Retrieved 16 July 2021.
  2. Nations, United. "International Day of Happiness". United Nations (in ଇଂରାଜୀ). Retrieved 2021-04-29.
  3. "International Day of Happiness 2021: Theme, history of the day". Hindustan Times (in ଇଂରାଜୀ). 2021-03-16. Retrieved 2021-07-16.
  4. ଡ଼. ଦେବୀଲାଲ ମିଶ୍ର. "ଆଜି ବିଶ୍ବ ଖୁସି ଦିବସ: ଖୁସିର ମନ୍ତ୍ର". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 21 March 2023. Retrieved 21 March 2023.

ବାହାର ଆଧାର ସମ୍ପାଦନା