ବିଶ୍ୱର ବ୍ୟସ୍ତତମ ବନ୍ଦର
ବିଶ୍ୱର ବ୍ୟସ୍ତତମ ବନ୍ଦର ସମୂହକୁ କାର୍ଗୋ ଟନେଜ ଓ କଣ୍ଟେନର ପରିବହନର ପରିମାଣକୁ ହିସାବକୁ ନେଇ ସୂଚକାଙ୍କ ତାଲିକା ପ୍ରସ୍ତୁତ କରାଯାଇଥାଏ । 2000 ମସିହାଠାରୁ ଏହି ତାଲିକା ଅନୁସାରେ ଚୀନର ସାଙ୍ଘାଇ ବନ୍ଦର ସିଙ୍ଗାପୁର ବନ୍ଦରକୁ ଅତିକ୍ରମ କରିଯାଇଛି ଓ ବର୍ତ୍ତମାନ ହଙ୍ଗ କଙ୍ଗ ବନ୍ଦର ଉଭୟ ହିସାବରେ ବିଶ୍ୱର ବ୍ୟସ୍ତତମ ବନ୍ଦରର ମାନ୍ୟତା ହାସଲ କରିଛି । .[୧]
ବ୍ୟସ୍ତତମ କାର୍ଗୋ ବନ୍ଦର
ସମ୍ପାଦନା- ସାଙ୍ଘାଇ ବନ୍ଦର , ଚୀନ
- ବିଶ୍ୱର ବ୍ୟସ୍ତତମ ମାଲବାହୀ କଣ୍ଟେନର ବନ୍ଦର
[୧]
- ବିଶ୍ୱର ବ୍ୟସ୍ତତମ ମାଲବାହୀ କଣ୍ଟେନର ବନ୍ଦର
- ସିଙ୍ଗାପୁର ବନ୍ଦର , ସିଙ୍ଗାପୁର
- World's busiest transshipment port
କାର୍ଗୋ ଟନେଜ ହିସାବରେ ନିଙ୍ଗ୍ୱୋ ଝୌଶନ ବନ୍ଦର ସାଙ୍ଘାଇକୁ ଥରେ ଟପି ଯାଇଥିବାର ହିସାବ ଝିନ୍ସେଙ୍ଗ ଆଞ୍ଚଳିକ ପରିବହନ କାର୍ତୁପକ୍ଷ୍ୟ ହିସାବ ଦେଇଥିଲେ । .[୨]ମାତ୍ର 2012 ମସିହାରେ ପୁନର୍ବାର ସାଙ୍ଘାଇ କାର୍ଗୋ ଟନେଜରେ ବିଶ୍ୱର ବ୍ୟସ୍ତତମ ବନ୍ଦରର ମାନ୍ୟତା ପାଇଥିଲା । .[୩]
ବ୍ୟସ୍ତତମ ଯାତ୍ରୀ ବନ୍ଦର
ସମ୍ପାଦନା- ମିଆମୀ ବନ୍ଦର , ଆମେରିକା
- ବିଶ୍ୱର ବ୍ୟସ୍ତତମ ବନ୍ଦର .
- ପିରେଉସ ବନ୍ଦର , ଗ୍ରୀସ
- ବିଶ୍ୱର ବ୍ୟସ୍ତତମ ଯାତ୍ରୀ ବନ୍ଦର .[୪]
ବୈଜ୍ଞାନିକ ପଦ୍ଧତିରେ ବିଶ୍ଳେଷଣ
ସମ୍ପାଦନାଓଳଡେନବର୍ଗ ବିଶ୍ୱବିଦ୍ୟାଳୟର ବର୍ଣାର୍ଡ ବ୍ଳାସିଅସ ତାଙ୍କ ଦଳ ସହ କରିଥିବା ବିଶ୍ଳେଷଣ କାର୍ଯ୍ୟକ୍ରମରେ ସେ 2009ରେ ଚଳାଚଳ କରିଥିବା 16,693ଟି କାର୍ଗୋ ଜାହାଜର ଉପରେ ତର୍ଜମା କରିଥିଲେ । ସେମାନେ ଅତ୍ୟାଧୁନିକ ତଥ୍ୟ ସଂଗ୍ରହ ଯନ୍ତ୍ରପାଟିର ସହାୟତା ନେଇ ଏହି ଅନୁସନ୍ଧାନ କରିଥିଲେ ।
ଏହି ଆକଳନ ଅନୁସାରେ ପାନାମା କେନାଲ 2009 ମସିହାରେ ବ୍ୟସ୍ତତମ କେନାଲ ରହିଥିଲା । ତାହା ପଛକୁ ସୁଏଜ କେନାଲ ଓ ସାଙ୍ଘାଇ କେନାଲ ରହିଥିଲା । .[୫]
References
ସମ୍ପାଦନା- ↑ ୧.୦ ୧.୧ "Shanghai Surpasses Singapore as World's Busiest Port as Trade Volumes Jump". Bloomberg. January 7, 2011. Retrieved September 11, 2014.
{{cite news}}
: More than one of|accessdate=
and|access-date=
specified (help) - ↑
{{cite web}}
: Empty citation (help) - ↑ http://aapa.files.cms-plus.com/Statistics/WORLD%20PORT%20RANKINGS%202012.pdf
- ↑ https://panethos.wordpress.com/2013/12/18/europes-busiest-passenger-seaports/
- ↑ Tia Ghose (2010-01-25). "A Year of Global Shipping Routes Mapped by GPS | Wired Science". Wired.com. Retrieved 2010-07-10.
{{cite news}}
: More than one of|accessdate=
and|access-date=
specified (help)