ବିଶ୍ୱନାଥ ଖୁଣ୍ଟିଆ
ଓଡ଼ିଆ କବି
(ବିଶ୍ଵନାଥ ଖୁଣ୍ଟିଆରୁ ଲେଉଟି ଆସିଛି)
ବିଶ୍ୱନାଥ ଖୁଣ୍ଟିଆ ଜଣେ ଓଡ଼ିଆ-ଭାଷୀ କବି ଥିଲେ । ସେ ମଧ୍ୟଯୁଗର ଓଡ଼ିଆ କବିମାନଙ୍କ ମଧ୍ୟରେ ଅନ୍ୟତମ । ସେ ଅଷ୍ଟାଦଶ ଶତକରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କର ବାସସ୍ଥାନ ଥିଲା ପୁରୀ । ତାଙ୍କ ରଚିତ କାବ୍ୟ "ବିଚିତ୍ର ରାମାୟଣ" ଦକ୍ଷିଣ ଓଡି଼ଶାରେ ଖୁବ୍ ଲୋକପ୍ରିୟ | ସରଳ ଓ ଶାବଲୀଳ ଭାଷାରେ ରାମାୟଣର କଥାବସ୍ତୁ ରଚିତ କରି ସେ ଏହାକୁ ଜନସାଧରଣଙ୍କ ମଧ୍ୟରେ ଲୋକପ୍ରିୟ କରାଇଥିଲେ ।
ବିଶ୍ୱନାଥ ଖୁଣ୍ଟିଆ | |
---|---|
ଜନ୍ମ | |
ବୃତ୍ତି | ପୌରାଣିକ କବି |
ଉଲ୍ଲେଖନୀୟ କୃତି | ବିଚିତ୍ର ରାମାୟଣ |
ଆଧାର
ସମ୍ପାଦନା- ↑ Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 517–. ISBN 978-81-260-1803-1.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |