"ଲୁହା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Adding ckb:ئاسن
ଟିକେ Robot: Interwiki standardization; ପ୍ରସାଧନ ବଦଳ
୧ କ ଧାଡ଼ି:
[[Fileଫାଇଲ:Iron lamp.jpg|thumb|ଲୌହ ଗୁଣ୍ଡ]]
 
ଲୌହ ପୃଥିବୀର ଅତି ସାଧାରଣ ଧାତୁ ଅଟେ । ଏହା ୮ମ ସ୍ତମ୍ଭର ଏକ ମୌଳିକ ଧାତୁ । ଏହାର ପ୍ରତୀକ ହେଉଛି Fe ଯାହା ଲାଟିନ୍ ଶବ୍ଦ ଫେରମ୍‌ରୁ ଆସିଛି । ଏହାର ପରମାଣୁ କ୍ରମାଙ୍କ ୨୬ ଓ ବସ୍ତୁତ୍ୱ ସଂଖ୍ୟା ହେଉଛି ୫୫.୮୫ ।
୧୦ କ ଧାଡ଼ି:
 
===ରାସାୟନିକ ଗୁଣ===
ଲୌହ ଅତିମାତ୍ରାରେ ପ୍ରତିକ୍ରିୟାଶୀଳ । ସଲ୍‌ଫ୍ୟୁରିକ୍ ଅମ୍ଳ ପରି ଅଧିକାଂଶ ଅମ୍ଳ ସହିତ ଏହା ପ୍ରତିକ୍ରିୟା କରେ। ୤ସଲ୍‌ଫ୍ୟୁରିକ୍ ଅମ୍ଳ ସହିତ ମିଶି ଏହା ଫେରସ୍ ସଲ୍‌ଫେଟ୍ ତିଆରି କରେ ।୤ଏହି ପ୍ରତିକ୍ରିୟା ଧାତୁ ସଫା କରିବା ପାଇଁ ବ୍ୟବହୃତ ହୁଏ ।
 
ଲୌହ ବାୟୁ ଓ ଜଳ ସହିତ ପ୍ରତିକ୍ରିୟା କରି କଳଙ୍କି ସୃଷ୍ଟି କରେ । କଳଙ୍କି ଲୌହରୁ ଅଧିକ କଳଙ୍କି ସୃଷ୍ଟି କରେ । ଶେଷରେ, ସମ୍ପୂର୍ଣ ଲୌହଖଣ୍ଡଟି କଳଙ୍କିରେ ପରିଣତ ହୁଏ । ୤ ଆଲୁମିନିଅମ୍ ପରି ଧାତୁରେ କଳଙ୍କି ଲାଗେ ନାହିଁ ୤ ଲୌହ, କ୍ରୋମିଅମ୍ ଓ ଅଙ୍ଗାରକ ସହ ମିଶି ଇସ୍ପାତ୍ ସୃଷ୍ଟି କରେ, ଯାହା ସାଧାରଣତଃ କଳଙ୍କି ଧରେ ନାହିଁ ।
୧୭ କ ଧାଡ଼ି:
 
===ରାସାୟନିକ ଯୌଗିକ===
ଅନ୍ୟାନ୍ୟ ମୌଳିକ ସହ ମିଶି ଲୌହ ଯୌଗିକ ତିଆରି କରେ। ସାଧାରଣତଃ ଲୌହ ଜାରିତ ହୁଏ । ଲୌହ ଦୁଇ କିମ୍ବା ତିନୋଟି ଇଲେକ୍ଟ୍ରନ୍ ତ୍ୟାଗ କରେ । ଦୁଇଟି ଇଲେକ୍ଟ୍ରନ୍ ତ୍ୟାଗ କରିଥିବା ଯୌଗିକକୁ ଫେରସ୍ ଯୌଗିକ କୁହାଯାଏ । ତିନୋଟି ଇଲେକ୍ଟ୍ରନ୍ ତ୍ୟାଗ କରିଥିବା ଯୌଗିକକୁ ଫେରିକ୍ ଯୌଗିକ କୁହାଯାଏ ।
 
<gallery>
୨୭ କ ଧାଡ଼ି:
 
==ମୃତ୍ତିକାରେ ଲୌହ==
ଲୌହ ମୃତ୍ତିକାରେ କ୍ୱଚିତ୍ ମିଳେ । ମାଟି ତଳେ ସାଧାରଣତଃ ହେମାଟାଇଟ୍ ମିଳେ । ହେମାଟାଇଟ୍‌ରୁ ଲୌହ ନିଷ୍କାସନ କରାଯାଏ ୤
ମାଂସରେ ମଧ୍ୟ କିଛି ଲୌହ ମିଳେ । ରକ୍ତର ହିମୋଗ୍ଲୋବିନ୍‌ରେ ମଧ୍ୟ ଲୌହ ମିଳେ , କିନ୍ତୁ, ସବୁ ରକ୍ତରେ ହିମୋଗ୍ଲୋବିନ୍ ନଥାଏ
 
== ଲୌହ ତିଆରି ==
[[Fileଫାଇଲ:Engelsberg-Huettenwerk-01.jpg|thumb|ବୃହତ୍ ଚୂଲା]]
ବଡ଼ କାରଖାନା ମାନଙ୍କରେ ହେମାଟାଇଟ୍‌କୁ କୋକ୍ ସହ ତରଳାଇ ଲୌହ ତିଆରି କରାଯାଏ ।
 
==ବ୍ୟବହାର==
===ଧାତୁ ଭାବରେ===
[[Fileଫାଇଲ:Znamensk most.jpg|thumb|right|200px|ଲୌହ ନିର୍ମିତ ପୋଲ]]
ଲୌହ ଅନ୍ୟ ଧାତୁମାନଙ୍କ ତୁଳନାରେ ସର୍ବାଧିକ ବ୍ୟବହୃତ ହୁଏ । କାରଣ ଏହା ମଜବୁତ୍ ଓ ଶସ୍ତା । ଲୌହ ଘର, ପୋଲ, କଣ୍ଟା, ପେଞ୍ଚ, ନଳ ଇତ୍ୟାଦି ତିଆରିରେ ବ୍ୟବହୃତ ହୁଏ । ଚୁମ୍ବକୀୟ ହୋଇଥିବାରୁ ଅନେକ ଚୁମ୍ବକରେ ମଧ୍ୟ ବ୍ୟବହୃତ ହୁଏ ।
 
===ଯୌଗିକ ଭାବରେ===
ଲୌହ ଯୌଗିକମାନେ ଅନେକ କାମରେ ଲାଗନ୍ତି । ଲୌହ କ୍ଲୋରାଇଡ୍ ଜଳକୁ ସଫା କରେ । ଲୌହ ସଲ୍‌ଫେଟ୍ ସିମେଣ୍ଟରେ ବ୍ୟବହୃତ ହୁଏ
 
===ଖାଦ୍ୟରେ ବ୍ୟବହାର===
୪୬ କ ଧାଡ଼ି:
 
==ସୁରକ୍ଷା==
ଲୌହର ମାତ୍ରା ବଢିଲେ ଏହା ଶରୀର ପାଇଁ କ୍ଷତିକାରକ । ଲୌହ ଥିବା ଜୀବସାର ଅଧିକ ମାତ୍ରାରେ ଖାଇଲେ, ଆମେ ଅସୁସ୍ଥ ହୋଇ ପଡୁ ‌‌।
 
==ଅନ୍ୟାନ୍ୟ ପୃଷ୍ଟା==
* ଲୌହ ଯୌଗିକ
 
==ଆଧାର==
୫୫ କ ଧାଡ଼ି:
 
<!--{{Periodic Table}}-->
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
 
[[ଶ୍ରେଣୀ:ମୌଳିକ]]
Line ୬୨ ⟶ ୬୩:
{{Link FA|af}}
{{Link GA|eo}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
 
[[af:Yster]]
"https://or.wikipedia.org/wiki/ଲୁହା"ରୁ ଅଣାଯାଇଅଛି