"ପୃଥିବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Adding zea:Aerde
ଟିକେ Robot: Interwiki standardization; ପ୍ରସାଧନ ବଦଳ
୫ କ ଧାଡ଼ି:
ଏହି ଗ୍ରହର ବିଶେଷତ୍ଵ ହେଉଛି ଯେ ଏଠାରେ ଜୀବଜଗତ ଦେଖିବାକୁ ମିଳିଥାଏ ।
==ପ୍ରାଣୀସମୂହ==
ବିଭିନ୍ନ ଅଧାରକୁ ବିଚାରକୁ ନେଲେ ପୃଥିବୀରେ ପ୍ରାୟ କୋଟି କୋଟି ପ୍ରାଣୀ ଓ ଉଦ୍ଭିଦ ଦେଖିବାକୁ ମିଳନ୍ତି ।
==ବ୍ୟବସ୍ଥା==
ପୃଥିବୀ ନିଜ ଅକ୍ଷ ଚାରିପଟେ ଘୂରୁଥାଏ ଏବଂ ଏକ କକ୍ଷ ପଥରେ [[ସୂର୍ଯ୍ୟ]] ଚାରିପଟେ ଘୂରିବୁଲୁଥାଏ । ଏଠାରେ ଦିନରାତି ହୁଏ ଏବଂ ଥରେ ସୂର୍ଯ୍ୟଚାରିପଟେ ଘୁରି ଆସିବାକୁ ପ୍ରାୟ ୩୬୫ ଦିନ ଲାଗିଥାଏ ।ପୃଥିବୀ ପୃଷ୍ଠରେ କାଳ୍ପନିକ [[ଅକ୍ଷାଂଶ]] ଏବଂ [[ଦ୍ରାଘିମା]] ଅଛି ଯାହାଦ୍ୱାରା ସମୟ ନିରୂପଣ କରାଯାଇଥାଏ ।
==ଉପାଦାନ==
ପୃଥିବୀ ପୃଷ୍ଠରେ ଅନେକ ପ୍ରକାର ଉପାଦାନ ମିଳିଥାଏ ।
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
 
[[ଶ୍ରେଣୀ:ସୌରଜଗତ]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
 
[[ab:Адгьыл]]
"https://or.wikipedia.org/wiki/ପୃଥିବୀ"ରୁ ଅଣାଯାଇଅଛି