"ମାଟିର ମଣିଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ ଇଂରାଜୀ ଠିକଣା
୧ କ ଧାଡ଼ି:
{{ଛୋଟ|Matira Manisha}}
{{Infobox film
| name = ମାଟିର ମଣିଷ
Line ୧୨ ⟶ ୧୩:
| based on = <!-- {{based on|title of the original work|writer of the original work}} -->
| narrator =
| starring = [[ସୁଜାତା ଆନନ୍ଦ]], [[ଧୀର ବିଶ୍ବାଳବିଶ୍ଵାଳ]], [[ଭାନୁମତୀ ଦେବୀ]], [[ପ୍ରଶାନ୍ତ ନନ୍ଦ]], [[ଶରତ ପୂଜାରୀ]], [[ଦୁଃଖୀରାମ ସ୍ବାଇଁ]]
| music = [[ଭୁବନେଶ୍ବରଭୁବନେଶ୍ଵର ମିଶ୍ର]]
| cinematography = [[ଶୈଳଜା ଚାଟାର୍ଜୀ]]
| editing =
Line ୨୩ ⟶ ୨୪:
| language = [[ଓଡ଼ିଆ ଭାଷା|ଓଡ଼ିଆ]]
| budget =
 
| gross =
}}
 
[[ମୃଣାଳ ସେନ]]ଙ୍କ ନିର୍ଦ୍ଦେଶନାରେ ନିର୍ମିତ, ଛାୟାବାଣୀ ପ୍ରତିଷ୍ଠାନର [[ଓଡ଼ିଆ ଭାଷା|ଓଡ଼ିଆ]]ଚଳଚ୍ଚିତ୍ର କଥାଚିତ୍ର '''ମାଟିର ମଣିଷ''' <ref>{{imdb title|0060679}}</ref> -, ''୧୯୬୬'' ମସିହାରେମୁକ୍ତିଲାଭ କରିଥିଲା ।
 
[[ମୃଣାଳ ସେନ]]ଙ୍କ ନିର୍ଦ୍ଦେଶନାରେ ନିର୍ମିତ, ଛାୟାବାଣୀ ପ୍ରତିଷ୍ଠାନର [[ଓଡ଼ିଆ ଭାଷା|ଓଡ଼ିଆ]]ଚଳଚ୍ଚିତ୍ର '''ମାଟିର ମଣିଷ''' <ref>{{imdb title|0060679}}</ref> - ''୧୯୬୬'' ମସିହାରେମୁକ୍ତିଲାଭ କରିଥିଲା ।
 
==ସଂକ୍ଷିପ୍ତ କାହାଣୀ==
ଶ୍ୟାମ ପ୍ରଧାନଙ୍କର ଦୁଇ ପୁଅ ବରଜୁ ପ୍ରଧାନ (ଶରତ ପୂଜାରୀ) ଓ ଛକଡ଼ି ପ୍ରଧାନ (ପ୍ରଶାନ୍ତ ନନ୍ଦ) । ବରଜୁ ବିବାହିତ, ୩ଟି ସନ୍ତାନର ପିତା, ଦାୟିତ୍ୱବାନ, କିନ୍ତୁ ଛକଡ଼ି ଫୁଲାଫାଙ୍କିଆ । ଛକଡ଼ିକୁ ବାଟକୁ ଆଣିବା ପାଇଁ ଶ୍ୟାମ ପ୍ରଧାନ, ନେତ୍ରମଣି (ସୁଜାତା ଆନନ୍ଦ) ସହିତ ବିବାହ କରେଇ ଦିଅନ୍ତି । କିନ୍ତୁ ଦୁଇ ଜାଆଙ୍କ ମଧ୍ୟରେ ଭୁଲ୍ ବୁଝାମଣା ଦୁଇ ଭାଇଙ୍କ ମଧ୍ୟରେ ଭୁଲ୍ ବୁଝାମଣା ସୃଷ୍ଟି କରେ । ସାହୁକାର ହରି ମିଶ୍ର (ଦୁଃଖୀରାମ ସ୍ୱାଇଁ) ମଧ୍ୟ ଛକଡ଼ିକୁ ଭାଇଠାରୁ ଅଲଗା ହେବା ପାଇଁ ଉସୁକାଏ, ଯା ଫଳରେ ସେ ଅଧିକ ଲାଭବାନ ହୋଇ ପାରିବ । ବରଜୁ ଛକଡ଼ିକୁ ବୁଝେଇବାକୁ ଯାଇ ଗୋଟେ ଚାପୁଡ଼ା ମାରେ । ଛକଡ଼ି ଏ କଥାକୁ ଆଧାର କରି, ହରି ମିଶ୍ରର ସାହାଯ୍ୟ ନେଇ ପୁଲିସ୍ ଡାକେ ଓ ଭିନ୍ନେ ହେବା ପାଇଁ ଦାବି କରେ । ବରଜୁ, ଛକଡ଼ିକୁ ସବୁ ସମ୍ପତିର ମାଲିକାନା ଦେଇ ନିଜ ସ୍ତ୍ରୀ ପିଲାଙ୍କୁ ନେଇ ଗାଁଆ ଛାଡ଼ି ଚାଲି ଯିବାର ଦୃଢ଼ ନିଷ୍ପତି ନିଏ । ଶେଷରେ ଛକଡ଼ି ଓ ନେତ୍ରମଣି ନିଜର ଭୁଲ୍ ବୁଝି ପାରନ୍ତି ଓ ବରଜୁକୁ ଫେରାଇ ଆଣନ୍ତି ।
 
== ଅଭିନୟରେ==
[[ଓଡ଼ିଆ ଭାଷା|ଓଡ଼ିଆ]]ଚଳଚ୍ଚିତ୍ର କଥାଚିତ୍ର ‘ମାଟିର ମଣିଷ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
 
[[ଓଡ଼ିଆ ଭାଷା|ଓଡ଼ିଆ]]ଚଳଚ୍ଚିତ୍ର ‘ମାଟିର ମଣିଷ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
* [[ପ୍ରଶାନ୍ତ ନନ୍ଦ]]
* [[ଶରତ ପୂଜାରୀ]]
* [[ଧୀର ବିଶ୍ବାଳବିଶ୍ଵାଳ]]
* [[ଦୁଃଖୀରାମ ସ୍ବାଇଁସ୍ଵାଇଁ]]
* [[ଭୀମ ସିଂ]]
* [[କାର୍ତ୍ତିକ ଘୋଷ]]
Line ୪୮ ⟶ ୪୬:
* [[ମିତା]]
 
==ଆଧାର==
==ଦ୍ରଷ୍ଟବ୍ୟ==
{{reflistଆଧାର}}
==ଅଧିକ ତଥ୍ୟ==
 
* {{imdb title|0060679}}
 
 
{{ଓଡ଼ିଆ ସିନେମା}}
 
[[ବିଭାଗଶ୍ରେଣୀ:ଓଡ଼ିଆ ସିନେମା]]
[[ବିଭାଗଶ୍ରେଣୀ:ଓଡ଼ିଆ ସିନେମା ଜଗତ]]
[[ବିଭାଗଶ୍ରେଣୀ:ଭାରତୀୟ ସିନେମା]]
[[ବିଭାଗଶ୍ରେଣୀ:୧୯୬୬୧୯୬୬ର ଓଡ଼ିଆ ସିନେମା]]
[[ବିଭାଗଶ୍ରେଣୀ:ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ ସିନେମା]]
 
[[en:Matira Manisha]]