"ବିଶ୍ୱନାଥ କର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବାଗ୍ମୀ ବିଶ୍ଵନାଥ କର ପ୍ରସଙ୍ଗର ତଥ୍ୟ
ଟିକେ ବୟସ
୫ କ ଧାଡ଼ି:
| alt =
| caption =
| birth_date = {{birthBirth date and age|1864|12|24|df= y}}<!--{{birth date and age|1937|09|17}}-->
| birth_place = ମୂଳବସନ୍ତ, ନେମାଳ, [[ଓଡ଼ିଶା]]
| death_date = ୧୯୩୪ <!-- {{Death date and age|YYYY1934|MM10|DD19|YYYY1864|MM12|DD24|df = y}} <!--(death date then birth) -->
| death_place =
| nationality =
୧୯ କ ଧାଡ଼ି:
 
୧୮୯୬ମସିହାରେ ସେ 'ବିବିଧା ପ୍ରବନ୍ଧ' ପୁସ୍ତକ ରଚନା କରିଥିଲେ୤ 'ବିବିଧା ପ୍ରବନ୍ଧ' ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ଯାବତୀୟ ବିଷୟରେ ବିଭିନ୍ନ ସମୟରେ ରଚିତ ଓ 'ଉତ୍କଳ ସାହିତ୍ୟ' ପତ୍ରିକାରେ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।<ref>ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୨୧୨</ref>
୧୯୩୪ ମସିହା ଅକ୍ଟୋବର୧୯ ତାରିଖ ବିଜୟା ଦଶମୀ ତିଥୀରେ ତାଙ୍କର ଦେହାନ୍ତ ହୋଇଥିଲା । ୤
 
== କର୍ମମୟ ଜୀବନ ତଥା କୃତ୍ୟ ଓ କୀର୍ତ୍ତି==
୧୮୮୦ ରେ ସେ କୁଆଁପାଳରୁ ମାଇନର ପାସ କରି [[କଟକ]] ଆସି ନବପ୍ରତିଷ୍ଠିତ ପ୍ୟାରିମୋହନ ଏକାଡେମୀରେ ନାମ ଲେଖାଇଥିଲେ । ୧୮୮୪ ରେ ମସିହାରେ ସେ ଏଣ୍ଟ୍ରାନ୍ସ ପାସ କଲେ ଏବଂ ୧୮୮୬ରେ ମଫସଲ ଅଞ୍ଚଳର ବିରୋଳ ଗ୍ରାମ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦବୀରେ ନିଯୁକ୍ତି ପାଇଥିଲେ । [[ମଧୁସୂଦନ ରାଓ]]ଙ୍କ ପ୍ରରୋଚନାରେ ଉତ୍କଳ ସାହିତ୍ୟ ପତ୍ରିକା ତାଙ୍କ ସମ୍ପାଦନାରେ ୧୮୯୭ରେ ପ୍ରକାଶ ପାଇଥିଲା । ହେଲେ ପତ୍ରିକା ପ୍ରକାଶ ପାଇବାର ତୃତୀୟ ବର୍ଷ ନାନା ଆଡୁ ବହୁତ ଅସୁବିଧା ହେଇଥିଲା । ଏଥିପାଇଁ ସେ ସ୍ଵତନ୍ତ୍ର ପ୍ରେସ ସ୍ଥାପନ ପାଇଁ ଉଦ୍ୟମ କରିଥିଲେ । ସେ ବହୁତ ଯାଗାରୁ ଧାର ଉଧାର କରି ୧୯୦୦ ମସିହା ଜାନୁଆରୀ ୧୦ ତାରିଖରେ "ଉତ୍କଳ ସାହିତ୍ୟ ପ୍ରେସ"ନାମକ ଏକ ପ୍ରେସ [[କଟକ ]]ଠାରେ ସ୍ଥାପନ କରିଥିଲେ। ତା ପୁର୍ବରୁ ସେ ୧୮୯୯ ମସିହା ନଭେମ୍ବର ପହିଲାରୁ ପ୍ରଧାନଶିକ୍ଷକ ପଦ ତ୍ୟାଗ କରିଦେଇଥିଲେ ।