"ବରାହଗିରି ଭେଙ୍କଟଗିରି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
{{ତିଆରି ଚାଲିଛି}}
୫୬ କ ଧାଡ଼ି:
 
== ପ୍ରାରମ୍ଭିକ ଜୀବନ ==
ସେ [[ଓଡ଼ିଶା]]ର [[ବ୍ରହ୍ମପୁର]]ଠାରେ ଏକ ତେଲୁଗୁ ପରିବାରରେ ବରାହଗିରି ଭେଙ୍କଟ ଯୋଗିଆଙ୍କ ଠାରୁ<ref>Luminaries of 20th century, Potti Sreeramulu Telugu University, Hyderabad, 2nd volume, pages 680-1.</ref> ଜନ୍ମ ନେଇଥିଲେ । ତାଙ୍କର ଜନ୍ମ କାଳରେ ଏହା ଗଞ୍ଜାମ ଗଡ଼ଜାତ ଅଧୀନରେ ଥିଲା । ପିତା ବରାହଗିରି ଭେଙ୍କଟ ଯୋଗାୟ ପନ୍ତଲି ଜଣେ ଖ୍ୟାତନାମା ଆଇନଜୀବି ଥିଲେ। ତାଙ୍କ ସ୍କୁଲ ଶିକ୍ଷା ବ୍ରହ୍ମପୁରରେ ଶେଷ କରିଥିଲେ। ପରେ ଉଚ୍ଚଶିକ୍ଷା ପାଇଁ ୧୯୧୩ ରେ ସେ ୟୁନିଭର୍ସିଟି ଅଫ୍ ଡ଼ବଲିନ୍ ଯାଇଥିଲେ କିନ୍ତୁ ସେଠାରେ ସେ ଆଇନ ଡିଗ୍ରୀ ଶେଷ କରିପାରିନଥିଲେ। ''ସିନ୍ ଫେନ୍'' ଆନ୍ଦୋଳନରେ ଯୋଗ ଦେବାରୁ ତାଙ୍କୁ [[ଆୟାରଲ୍ୟାଣ୍ଡ]] ରୁ ବିଦା କରାଯାଇଥିଲା। ଭାରତ ଫେରି ସେ ୧୯୨୨ ରେ ବିଭିନ୍ନ ଶ୍ରମିକ ସଂଗଠନର ନେତୃତ୍ଵ ନେଲେ। ଫଳ ସ୍ଵରୂପ ୧୯୨୬ ଓ୧୯୪୨ ରେ ''ଅଲ୍ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ''ର ସେ ଦୁଇଥର ସଭାପତି ହୋଇଥିଲେ।
 
== ଦ୍ରଷ୍ଟବ୍ୟ ==