"ଅକ୍ଷାଂଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅକ୍ଷାଂଶ
 
ଟିକେ ଆହୁରି ଦେଖନ୍ତୁ
୫ କ ଧାଡ଼ି:
 
ଅକ୍ଷାଂଶ (latitude of a place) ଏବଂ ଦ୍ରାଘିମା (longitude of a place)ଏହି ଦୁଇଗୋଟିକୁ ଗଣିତ ଶାସ୍ତ୍ରରେ ଭୁଜକୋଟି (Co-ordinates) କହନ୍ତି ୤ ଭୂଗୋଲକର କୌଣସି ସ୍ଥାନର ଅବସ୍ଥିତି ଜାଣିବା ସକାଶେ ଏହି ଦୁଈଟି ଦରକାର ୤ ଏହି ଦୁହିଁଙ୍କ ମଧ୍ୟରେ ସମ୍ବନ୍ଧ ଏହି ଯେ ଗୋଟିକର ବିନା ଅନ୍ୟଟି ଦ୍ଵାରା ଉକ୍ତସ୍ଥାନର ଅବସ୍ଥିତି ସମ୍ବନ୍ଧେ କୌଣସି ନିର୍ଦ୍ଧିଷ୍ଟ ଧାରଣା ମନ ମଧ୍ୟରେ ହୋଇପାରେ ନାହିଁ ୤
==ଆହୁରି ଦେଖନ୍ତୁ==
* ଭୌଗଳିକ ଦିଗବାରେଣି
==ଆଧାର==
{{ଆଧାର}}
 
==ଅଧିକ ତଥ୍ୟ==
{{Wiktionary}}
"https://or.wikipedia.org/wiki/ଅକ୍ଷାଂଶ"ରୁ ଅଣାଯାଇଅଛି