"ମହେନ୍ଦ୍ର କପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ The file Image:Mahendra_Kapoor.jpg has been removed, as it has been deleted by commons:User:Yann: ''Copyright violation''. ''Translate me!''
ଟିକେ ଛୋଟ ଠିକଣା, ଆଧାର
୧ କ ଧାଡ଼ି:
{{ଛୋଟ|Mahendra Kapoor}}
{{Infobox musical artist <!-- See Wikipedia:WikiProject_Musicians -->
| name = '''Mahendraମହେନ୍ଦ୍ର Kapoor'''କପୁର
| image =
| caption = Mahendraମହେନ୍ଦ୍ର Kapoorକପୁର
| image_size =
| background = solo_singer
Line ୧୬ ⟶ ୧୭:
| website =
}}
ମହେନ୍ଦ୍ର କପୁର ୧୯୩୪ ମସିହା ଜାନୁଆରୀ ୯ତାରିଖରେ [[ପଞ୍ଜାବ]]ର [[ଅମୃତସର]] ଠାରେ ଜନ୍ମଗ୍ରହଣ କରିଥିଲେ୤ ବାଲ୍ୟ କାଳରୁ [[ମୁମ୍ବାଇ]]ରେ ରହୁଥିବା ମହେନ୍ଦ୍ର ସର୍ବଭରତୀୟସର୍ବଭାରତୀୟ ଯୁବପ୍ରତିଭାଗାୟନ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ ୤ ଏହାପରେ କଥାଚିତ୍ର ନିର୍ମାତା ରାଜା ନାୱାଠେ ତାଙ୍କ ସୋହନୀ ମହିୱାଲ (୧୯୫୮) କଥାଚିତ୍ରରେ ମହେନ୍ଦ୍ରଙ୍କୁ ଗାଇବାକୁ ସୁଯୋଗ ଦେଇଥିଲେ ୤ ଏହା ପରେ ସେ ନବରଙ୍ଗ କଥାଚିତ୍ରର ଆଧା ହେ ଚନ୍ଦ୍ରମା ରାତ ଆଧି, ବାତ ଆଧି, ମୁଲାକାତ ଆଧି, ଗୀତଟି ରାମଚନ୍ଦ୍ର ଚିତାଲକର ନିର୍ଦ୍ଦେଶନାରେ ଗାଇ ବଲିଉଡ଼ର ଆଗଧାଡ଼ିର ପ୍ରଚ୍ଛଦପଟ୍ଟ ଗାୟକଙ୍କ ତାଲିକାରେ ସାମିଲ ହୋଇଥିଲେ ୤ ଅଭିନେତା ମନୋଜ କୁମାରଙ୍କ ଅଭିନୀତ ଉପକାର (୧୯୬୮) କଥାଚିତ୍ରର ମେରେ ଦେଶ କୀ ଧରତୀ ଗୀତଟି ମହେନ୍ଦ୍ରଙ୍କ ପାଇଁ ବିପୁଳ ସଫଳତା ଆଣି ଦେଇଥିଲା ୤ ଏହି ଗୀତ ପାଇଁ ମହେନ୍ଦ୍ରଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ୤ ସେ ବହୁ ଲୋକପ୍ରିୟ ଦେଶଭକ୍ତି ଗୀତ ଗାଇଛନ୍ତି ୤ ସେ କେବଳ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ସିମୀତ ନ ରହି ବିଭିନ୍ନ ଭାରତୀୟ ଭାଷାର ଗୀତରେ ମଧ୍ୟ କଣ୍ଠଦାନ କରି ନିଜ ବହୁମୁଖୀ ପ୍ରତିଭାର ପରିଚୟ ଦେଇଥିଲେଦେଇଥିଲେ୤<ref>{{cite web |url= http://articles.timesofindia.indiatimes.com/2008-09-28/mumbai/27946493_1_raj-kapoor-mahendra-kapoor-lata-mangeshkar-award |title='Mere desh ki dharti' will always be with us - Times Of India |work=indiatimes.com |year=2008 |quote=His oeuvre is said to extend to over 25,000 songs in various regional languages. |accessdate=26 August 2012}}</ref>
[[ମହାରାଷ୍ଟ୍ର]] ସରକାର ତାଙ୍କୁ ଲତା ମଙ୍ଗେସକର ପୁରସ୍କରରେ ସମ୍ମାନିତ କରିଥିବା ବେଳେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କରରେ ସମ୍ମାନୀତ କରିଛନ୍ତି ୤
:ମହେନ୍ଦ୍ରଙ୍କ ଦ୍ଵାରା ଗାୟନ କରାଯାଇଥିବା କିଛି ଲୋକପ୍ରିୟ ଗୀତ ହେଲା
Line ୪୬ ⟶ ୪୭:
[[ଶ୍ରେଣୀ:୨୦୦୮ ମୃତ୍ୟୁ]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖାପ୍ରସଙ୍ଗ-->
 
[[en:Mahendra Kapoor]]