"କେଦାରନାଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Adding bn:কেদারনাথ
ଟିକେ ବନାନ, ସଜାଣି
୨୮ କ ଧାଡ଼ି:
| subdivision_type = ଦେଶ
| subdivision_name = ଭାରତ
| subdivision_type1 = [[Statesଭାରତର and territories of Indiaରାଜ୍ୟ|ରାଜ୍ୟ]]
| subdivision_name1 = [[ଉତ୍ତରାଖଣ୍ଡ]]
| subdivision_type2 = [[List of districts of India|ଜିଲ୍ଲା]]
| subdivision_name2 = [[Rudraprayag district|ରୁଦ୍ରପ୍ରୟାଗ]]
| established_title = <!-- Established -->
| established_date =
୫୦ କ ଧାଡ଼ି:
| population_demonym =
| population_footnotes =
| demographics_type1 = Languagesଭାଷା
| demographics1_title1 = Officialସରକାରୀ
| demographics1_info1 = [[Hindiହିନ୍ଦୀ languageଭାଷା|ହିନ୍ଦିହିନ୍ଦୀ]]
| timezone1 = [[Indianଭାରତୀୟ Standardମାନକ Time|ISTସମୟ]]
| utc_offset1 = +5:30
| postal_code_type = <!-- [[Postal Index Number|PIN]] -->
୬୧ କ ଧାଡ଼ି:
| footnotes =
}}
 
[[ଉତ୍ତରାଖଣ୍ଡ]]ର ରାଜ୍ୟର [[ଗଡ଼ୱ୍ଆଲଗଡ଼ୱାଲ]] ଅଞ୍ଚଳରେ ସମୁଦ୍ର ପତ୍ତନରୁ ପ୍ରାୟ ୩୫୮୧ ମିଟର ଉଚ୍ଚ କେଦାର ଉପତ୍ୟକାରେ ପବିତ୍ର ମନ୍ଦାକିନୀ ନଦୀ ତଟରେ '''ଶ୍ରୀକେଦାରନାଥ '''ଜ୍ୟୋତିର୍ଲିଙ୍ଗଙ୍କ ମନ୍ଦିର ଅବସ୍ତିତ ।ଭଗବାନ। ଭଗବାନ ଶିବ ଶ୍ରୀକେଦାରନାଥ ଜ୍ୟୋଲିର୍ଲିଙ୍ଗ ରୂପେ ହିମାଳୟ କୋଳରେ ବିରାଜ ମାନ ହେଇଛନ୍ତି ।ହିନ୍ଦୁଶାସ୍ତ୍ର। ହିନ୍ଦୁଶାସ୍ତ୍ର,ପୁରାଣ ଓ ପୁରାତନ ରଚନାମାନଙ୍କରେ ଏହି ଅଞ୍ଚଳକୁ [[କେଦାରଖଣ୍ଡ]] ଭାବେ ବର୍ଣ୍ଣନା କରାଯାଇଛି ।<ref>http://www.chardhamtours.net/kedarnath.html</ref>
 
==କିମ୍ବଦନ୍ତୀ==
କିମ୍ବଦନ୍ତୀ ଅନୁସାରେ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗ ମନ୍ଦିର [[ପାଣ୍ଡବ]]ମାନଙ୍କ ଦ୍ଵାରା ନିର୍ମିତ ହେଇଥିଲା।ହେଇଥିଲା ।<ref>http://www.chardhamtours.net/kedarnath-history.html</ref>ପରିକ୍ଷିତ ମହାରାଜାଙ୍କ ପୁତ୍ର ଜନ୍ମେଜୟ ମନ୍ଦିର ଗର୍ଭଗୃହ ସମ୍ମୁଖ ମଣ୍ଡପ ନିର୍ମାଣ କରେଇଥିଲେ ।ବର୍ତ୍ତମାନର। ବର୍ତ୍ତମାନର ମନ୍ଦିର ଅଷ୍ଟମ ଶତାବ୍ଦୀରେ [[ଆଦିଶଙ୍କରାଚାର୍ଯ୍ୟ]]ଙ୍କ ଦ୍ଵାରା ନିର୍ମିତ ।ସମୟ କ୍ରମେ ମନ୍ଦିର ଜିର୍ଣ୍ଣ ହେଇପଡିଛି ଏବଂ ପୁନଃ ମନ୍ଦିରର ଜୀର୍ଣ୍ଣ ସଂସ୍କାର କରାଯାଇଛି ।
 
==ପୌରାଣିକ==
ପୌରାଣିକ ଆଖ୍ୟାୟିକା ଅନୁସାରେ [[ମହାଭାରତ]] ଯୁଦ୍ଧରେ [[ପାଣ୍ଡବ]] ମାନେ ନିଜରପିତାମହ,ଗୁରୁ ଓ ଭାଇମାନଙ୍କୁ ବିନାଶ କରିବା ଜନିତ ଦୋଷରୁ ମୁକ୍ତି ପାଇବା ପାଇଁ ଭଗବାନ ଶଙ୍କରଙ୍କ ଆଶିର୍ବାଦ ଲାଭ ଉଦ୍ଦେଶ୍ୟରେ [[କାଶୀ]], [[ଗୁପ୍ତକାଶୀ]] ଆସି [[କେଦାରଖଣ୍ଡ]]ରେ ପହଞ୍ଚିଲେ । ପ୍ରଭୁ ପାଣ୍ଡବ ମାନଙ୍କ ଆନ୍ତରିକତା ପରୀକ୍ଷା କରିବା ପାଇଁ ସେମାନଙ୍କୁ ଦର୍ଶନ ନଦେଇ ଏକ ମହିଷ ବା ଷଣ୍ଢ ରୂପରେ ବିଚରଣ କରିବାକୁ ଲାଗିଲେ । ପାଣ୍ଡବ ମାନେ ଏହା ଜାଣିପାରିବାରୁ ମହିଷରୂପୀ ଶିବ ପୃଥିବୀ ଗର୍ଭରେ ପ୍ରବେଶ କରିବାକୁ ଲାଗିଲେ । ଦ୍ଵିତୀୟ ପାଣ୍ଡବ ମହିଷ ରୂପୀ ଶିବଙ୍କର ପୃଷ୍ଠ ଭାଗକୁ କୁଣ୍ଢାଇ ଧରିବାରୁ ମହିଷର ପୃଷ୍ଠଭାଗ [[କେଦାରନାଥ]] ଅନ୍ୟ କେତେକ ଭାଗ ମଦମହେଶ୍ଵର, ତୁଙ୍ଗନାଥ, ରୁଦ୍ରନାଥ ଓ କଳ୍ପେଶ୍ଵରରେ ଏବଂ ଶିରଭାଗ [[ନେପାଳ]]ର [[କାଠମାଣ୍ଡୁ]]ରେ ଶିବଲିଙ୍ଗରୂପେ ପ୍ରକଟିତ ହେଲେ ।ତେଣୁ। ତେଣୁ ବିଶ୍ଵାସ କରାଯାଏ ଶ୍ରୀକେଦାରନାଥ ଓ [[ପଶୁପତିନାଥ ମନ୍ଦିର|ପଶୁପତିନାଥ]] ଏକ ଓ ଅଭିନ୍ନ ଏବଂ ଉଭୟେ ମିଶି ଗୋଟିଏ ଜ୍ୟୋତିର୍ଲିଙ୍ଗ ।<ref>http://www.chardhamyatra.org/kedarnath/history-legends.php</ref>
==ମନ୍ଦିର==
ଶ୍ରୀ କେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ମନ୍ଦିର ଗର୍ଭଗୃହର ଭିତରପାଖ କାଠରେ ଆବୃତ।ବର୍ତ୍ତମାନର ମନ୍ଦିର ସମ୍ମୁଖରେ ବିରାଟ ନନ୍ଦୀ ବିଗ୍ରହ ଗର୍ଭଗୃହ ମଧ୍ୟକୁ ମୁଖକରି ବିଜେ କରିଛନ୍ତି।ମନ୍ଦିର ପ୍ରବେଶ ଦ୍ଵାରରେ ବିନାୟକ ମୂର୍ତ୍ତି ଧ୍ୟାନମୁଦ୍ରାରେ ବିରାଜମାନ।ଗର୍ଭଗୃହ ସମ୍ମୁଖ ମଣ୍ଡପରେ [[ଶ୍ରୀକୃଷ୍ଣ]],[[ଯୁଧିଷ୍ଠିର]],[[ଭୀମ]],[[ଅର୍ଜୁନ]],[[ନକୁଳ]],[[ସହଦେବ]] ଓ[[ ଦ୍ରୌପଦୀ]]ଙ୍କ ମୂର୍ତ୍ତି ଏବଂ ବୀରଭଦ୍ର ସ୍ଵାମୀ ,[[କେଦାରଗୌରୀ]] ଓ ଅନ୍ୟ ଦେବାଦେବୀଙ୍କ ବିଗ୍ରହ ଶୋଭାପାଉଛି।
[[Image:Kedarnath Temple.jpg|thumb|right|250px|[[କେଦାରନାଥ ମନ୍ଦିର]]]]
ଶ୍ରୀ କେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ମନ୍ଦିର ଗର୍ଭଗୃହର ଭିତରପାଖ କାଠରେ ଆବୃତ।ବର୍ତ୍ତମାନର ମନ୍ଦିର ସମ୍ମୁଖରେ ବିରାଟ ନନ୍ଦୀ ବିଗ୍ରହ ଗର୍ଭଗୃହ ମଧ୍ୟକୁ ମୁଖକରି ବିଜେ କରିଛନ୍ତି।ମନ୍ଦିରକରିଛନ୍ତି । ମନ୍ଦିର ପ୍ରବେଶ ଦ୍ଵାରରେ ବିନାୟକ ମୂର୍ତ୍ତି ଧ୍ୟାନମୁଦ୍ରାରେ ବିରାଜମାନ।ଗର୍ଭଗୃହବିରାଜମାନ । ଗର୍ଭଗୃହ ସମ୍ମୁଖ ମଣ୍ଡପରେ [[ଶ୍ରୀକୃଷ୍ଣ]], [[ଯୁଧିଷ୍ଠିର]], [[ଭୀମ]], [[ଅର୍ଜୁନ]], [[ନକୁଳ]], [[ସହଦେବ]] ଓ [[ ଦ୍ରୌପଦୀ]]ଙ୍କ ମୂର୍ତ୍ତି ଏବଂ ବୀରଭଦ୍ର ସ୍ଵାମୀ , [[କେଦାରଗୌରୀ]] ଓ ଅନ୍ୟ ଦେବାଦେବୀଙ୍କ ବିଗ୍ରହ ଶୋଭାପାଉଛି।ଶୋଭାପାଉଛି ।
[[File:Kedarnathroute.jpg|thumb|left|250px| [[କେଦାରନାଥ]]କୁ ଯିବା ରାସ୍ତାର ଦୃଶ୍ୟ]]
 
==ଶିବଲିଙ୍ଗ==
ଗର୍ଭଗୃହରେ ଭଗବାନ ଶଙ୍କର ସଦାଶିବ ରୂପରେ ପୂଜା ପାଉଛନ୍ତି।ବିରାଜମାନପାଉଛନ୍ତି ଶିବଲିଙ୍ଗର ଆକୃତି ଲମ୍ବରେ ପ୍ରାୟ ୮.୫ଫୁଟ,ଚଉଡାରେ ପ୍ରାୟ ୪ଫୁଟ ଓ ଉଚ୍ଚତାରେ ୪ଫୁଟ।ଶିବଲିଙ୍ଗଶିବଲିଙ୍ଗ ଏକ ବିରାଟ ଗର୍ତ୍ତ ମଧ୍ୟରୁ ଉପରକୁ ଉଠିଥିବା ଏକ ମହିଷିର ପୃଷ୍ଠଭାଗ ସଦୃଶ ଦୃଶ୍ୟମାନ ହୁଅନ୍ତି।ହୁଅନ୍ତି । ବିରାଜମାନ ଶିବଲିଙ୍ଗର ଆକୃତି ଲମ୍ବରେ ପ୍ରାୟ ୮.୫ଫୁଟ, ଚଉଡାରେ ପ୍ରାୟ ୪ଫୁଟ ଓ ଉଚ୍ଚତାରେ ୪ଫୁଟ ।
==ଦର୍ଶନ==
[[File:Kedarnathroute.jpg|thumb|leftright|250px| [[କେଦାରନାଥ]]କୁ ଯିବା ରାସ୍ତାର ଦୃଶ୍ୟ]]
ଶ୍ରୀ କେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ପୂର୍ବାହ୍ନ ଦର୍ଶନକୁ '''ନିର୍ବାଣ ଦର୍ଶନ''' କୁହାଯାଏ।ନିର୍ବାଣକୁହାଯାଏ । ନିର୍ବାଣ ଦର୍ଶନ ସମୟରେ ଭକ୍ତମାନେ ଲିଙ୍ଗକୁ ସ୍ପର୍ଶକରି ପୂଜାର୍ଚ୍ଚନା, ଅଭିଷେକ ଆଦି କରିପାରନ୍ତି।ନିର୍ଦ୍ଧାରିତକରିପାରନ୍ତି । ନିର୍ଦ୍ଧାରିତ ପାଉଣା ଦାଖଲ କଲେ ମନ୍ଦିର କମିଟି ବିଶେଷ ପୂଜା ଓ ଅଭିଷେକର ବ୍ୟବସ୍ଥା କରେଇଥାନ୍ତି ।ଜ୍ୟୋତିର୍ଲିଙ୍ଗର। ଜ୍ୟୋତିର୍ଲିଙ୍ଗର ଅପରାହ୍ନ ଦର୍ଶନକୁ '''ଶୃଙ୍ଗାର ଦର୍ଶନ''' କୁହାଯାଏ।ଶୃଙ୍ଗାରକୁହାଯାଏ । ଶୃଙ୍ଗାର ଦର୍ଶନ ସମୟରେଜ୍ୟୋତିର୍ଲିଙ୍ଗକୁ ସ୍ପର୍ଶ କରିବା ମନା।ଏହିମନା । ଏହି ସମୟରେ ଜ୍ୟୋତିର୍ଲିଙ୍ଗକୁ ବିବିଧ ପୁଷ୍ପ ଅଳଙ୍କାରରେ ବିଭୁଷିତ କରାଯାଇଥାଏ।ଶୃଙ୍ଗାରକରାଯାଇଥାଏ । ଶୃଙ୍ଗାର ବେଶରେ ପ୍ରଭୁଙ୍କର ସଂଧ୍ୟା ଆଳତି ହୁଏ।ଜ୍ୟୋତିର୍ଲିଙ୍ଗଙ୍କରହୁଏ । ଜ୍ୟୋତିର୍ଲିଙ୍ଗଙ୍କର ଶ୍ରାବଣୀ ଅନ୍ନକୂଟ ମେଳା [[ରାକ୍ଷୀ ପୂର୍ଣ୍ଣିମା]]ପୂର୍ବଦିନ ପାଳନ କରାଯାଏ।କରାଯାଏ ।
 
କେଦାର ଉପତ୍ୟକାରେ ପ୍ରବଳ ତୁଷାରପାତ ହେତୁ ଅକ୍ଟୋବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ଉପତ୍ୟକା ବରଫାବୃତ ହୋଇଯାଏ।ମନ୍ଦିରହୋଇଯାଏ । ମନ୍ଦିର, ଶିବଲିଙ୍ଗ, ଯାତ୍ରାପଥ ବରଫରେ ଆଚ୍ଛାଦିତ ହୋଇଯାଏ।ତେଣୁହୋଇଯାଏ । ତେଣୁ ଏହି ଛଅ ମାସ କେଦାରନାଥଙ୍କ ଦର୍ଶନ ମିଳେନାହିଁ।ଏପ୍ରିଲମିଳେନାହିଁ । ଅପ୍ରେଲ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ କେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କର ଦର୍ଶନ ମିଳେ।ସାଧାରଣତଃ [[ଅକ୍ଷୟତୃତୀୟାଅକ୍ଷୟ ତୃତୀୟା]] ଦିନ ମନ୍ଦିର ଖୋଲାଯାଇଥାଏ ଏବଂ [[ଦୀପାବଳି ]]ପରଦିନ ବନ୍ଦକରାଯାଏ।ଗର୍ଭଗୃହରେବନ୍ଦକରାଯାଏ । ଗର୍ଭଗୃହରେ ଜ୍ୟୋତିର୍ଲିଙ୍ଗଙ୍କ ସମ୍ମୁଖରେ ଦୀପ ପ୍ରଜ୍ଜ୍ଵଳନ କରାଯାଇ ମନ୍ଦିର ବନ୍ଦ କରାଯାଏ।ଭକ୍ତମାଙ୍କରକରାଯାଏ । ଭକ୍ତମାଙ୍କର ବିଶ୍ଵାସ, ଛଅମାସ ପରେ ମନ୍ଦିର ଖୋଲାହେବା ପର୍ଯ୍ୟନ୍ତ ଏହି ଯଜ୍ଞଦୀପ ପ୍ରଜ୍ଜ୍ଵଳିତ ଥାଏ।ଥାଏ । <ref>http://www.badarikedar.org/kedarnath.aspx</ref>
 
==ଆଧାର==
Line ୮୨ ⟶ ୮୫:
==ବାହାର ଆଧାର==
 
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[ଶ୍ରେଣୀ:ହିନ୍ଦୁ ମନ୍ଦିର]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[bg:Кедарнат]]
[[de:Kedarnath]]
"https://or.wikipedia.org/wiki/କେଦାରନାଥ"ରୁ ଅଣାଯାଇଅଛି