"କନ୍ୟାକୁମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization
ଟିକେ Robot: Cosmetic changes
୫୧ କ ଧାଡ଼ି:
[[ଭାରତ]]ର ଦକ୍ଷିଣଭାଗରେ ଥିବା [[ତାମିଲନାଡୁ]] ରାଜ୍ୟରେ କନ୍ୟାକୁମାରୀ ଅବସ୍ଥିତ l ବିଷେଶକରି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ଥର ମନୋରମ ଦୂଶ୍ୟପାଇଁ ଏହି ସ୍ଥାନଟି ବେଶ ଲୋକପ୍ରିୟ l ତା ଛଡା କନ୍ୟାକୁମାରୀ ଠାରେହିଁ ବଙ୍ଗୋପସାଗର, ଭାରତ ମହାସାଗର ଓ ଆରବ ସାଗର ଏକତ୍ର ହୋଇଥିବାରୁ ଏଠାକାର ପରିବେଶ ବେଶ୍ ଆକର୍ଷଣୀୟ l
 
କେପ କାମୋରିନ [[ତାମିଳାକମ]]ର ଦକ୍ଷିଣଭାଗ ଥିଲା । <ref>V. Kanakasabhai. [http://books.google.com/books?hl=en&lr=&id=VuvshP5_hg8C&oi=fnd&pg=PA1&dq=Tamilakam&ots=doaJ5A3of1&sig=ySkrE4rnDTHyTXKWL0wGDpXxQzk#PPA10,M1 The Tamils Eighteen Hundred Years Ago]. Asian Educational Services. 1997. ISBN 812060150581-206-0150-5. ପୃ.ସ. 10</ref>
 
[[Fileଫାଇଲ:Vivekananda Rock & Valluvar Statue at Sunrise.JPG|thumb|ସୂର୍ଯ୍ୟୋଦୟ ସମୟର ଦୂଶ୍ୟ]]
 
== ପର୍ଯ୍ୟଟନସ୍ଥଳୀ ==
*'''କନ୍ୟାକୁମାରୀ ମନ୍ଦିର ''': ସମୁଦ୍ରକୂଳରେ ଥିବା କୁମାରୀ ଅମାନ୍ ମନ୍ଦିର ହେଉଛି କନ୍ୟାକୁମାରୀର ସବୁଠାରୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ l ଏଠାରେ ପୂଜାପାଇଥାନ୍ତି କନ୍ୟାକୁମାରୀ ଦେବୀ l
 
୬୩ କ ଧାଡ଼ି:
 
*ଏହାଛଡା କନ୍ୟାକୁମାରୀର ଥିରୁପାରାସ୍ପୁ, କୋଟାଲାମ୍ ଆଦି ଜଳପ୍ରପାଦ,ସୂବ୍ରମଣ୍ୟମ ମନ୍ଦିର,ଭାଟ୍ଟାକୋଟାଇ ଦୂର୍ଗ ବେଶ ଆକର୍ଷଣୀୟ l
[[Fileଫାଇଲ:Kanyakumari1.JPG|thumb|କନ୍ୟାକୁମାରୀ ସମୁଦ୍ରକୂଳ]]
 
== ଆଧାର ==
{{ଆଧାର}}