"ଅଭିମନ୍ୟୁ ସାମନ୍ତସିଂହାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Robot: Cosmetic changes
୧୪ କ ଧାଡ଼ି:
'''ଅଭିମନ୍ୟୁ ସାମନ୍ତ ସିଂହାର''' (୧୭୫୭-୧୮୦୭) [[କଟକ ଜିଲା]]ର ବଳିଆ ଠାରେ ଜନ୍ମିତ ଜଣେ ପୁରାତନ [[ଓଡ଼ିଆ ଭାଷା|ଓଡ଼ିଆ]] କବି ।
 
== ଜୀବନୀ ==
କବିଙ୍କର ଜନ୍ମ [[କଟକ ଜିଲା]]ର ବଳିଆ ଠାରେ ହୋଇଥିଲା । ଜନ୍ମସ୍ଥାନର ଅବସ୍ଥାନ: {{coord|20|43|32|N|86|16|22|E|region:IN}} । ତାଙ୍କର ପିତା ଥିଲେ ଜଣେ ଅପୁତ୍ରିକ ଜମିଦାର ଇନ୍ଦ୍ରଜିତ ସାମନ୍ତ ସିଂହାର । ''ବ୍ରହ୍ମ ସଦାନନ୍ଦ କବିସୂର୍ଯ୍ୟ'' ନାମରେ ଜଣେ ପଣ୍ଡିତଙ୍କ ଦେବପୂଜା ହେତୁ ଅଭିମନ୍ୟୁ ଜନ୍ମ ହେବାର ପ୍ରବାଦ ରହିଅଛି ।<ref>[http://books.google.co.in/books?id=ObFCT5_taSgC&lpg=PA572&ots=mVz-0zyXt8&dq=abhimanyu%20samanta%20sinhara&pg=PA572#v=onepage&q=abhimanyu%20samanta%20sinhara&f=false|The Encyclopaedia Of Indian Literature (Volume One (A To Devo), Volume 1]</ref>
 
== ସାହିତ୍ୟ କୃତି ==
*ବିଦଗ୍ଧ ଚିନ୍ତାମଣି
:{{Rquote|right|ବଳିଆ ବୋଲି ଯେ ଏକ ନଗର ତହିଁ ନୃପତି ସାମନ୍ତ ସିଂହାର|ବାଘ ଗୀତ,ବିଦଗ୍ଧ ଚିନ୍ତାମଣି}}
୩୪ କ ଧାଡ଼ି:
*ପ୍ରେମତରଙ୍ଗିଣୀ
 
== ଆଧାର ==
{{ଆଧାର}}
 
{{ଓଡ଼ିଆ ସାହିତ୍ୟ}}
 
[[ଶ୍ରେଣୀ:ଓଡ଼ିଆ ସାହିତ୍ୟ]]
[[ଶ୍ରେଣୀ:ଓଡ଼ିଆ ଭାଷା]]