"ଉଇକିପିଡ଼ିଆ:ଜାଣିବା କଥା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଦ୍ୟତନ/* ଉଇକିପିଡ଼ିଆ ଇଂରାଜୀ ବ୍ୟତୀତ ଅଲଗା ଭାଷାରେ ମିଳୁଛି କି? ଓଡ଼ିଆ କି ଅଲଗା ଭାରତୀୟ ଭାଷାରେ ଉଇକିପିଡ଼ି...
ଟିକେ ଲେଉଟାଣି ହଟାଗଲା
୬୨ କ ଧାଡ଼ି:
== ମୁଁ ଓଡ଼ିଆ ଉଇକିପିଡ଼ିଆରେ ଲେଖିବାକୁ ଚାହୁଁଛି, ହେଲେ ଓଡ଼ିଆରେ ଟାଇପ ଜାଣିନାହିଁ, କେମିତି ଲେଖିବି/ବଦଳାଇବି? ==
 
ଓଡ଼ିଆ ଉଇକିପିଡ଼ିଆରେ ଟାଇପ କରିବାପାଇଁ କେତେ ଗୁଡ଼ିଏ ବାଟ ଅଛି । ଓଡ଼ିଆ ଉଇକିପିଡ଼ିଆ ଭିତରେ ଗୋଟିଏ ଉପକରଣ (Tool) ଅଛି ଯେଉଁଥିରେ କିଛି ବି ବାହାର ଟୁଲ ବିନା ଆପଣ ଓଡ଼ିଆରେ ଟାଇପ କରିପାରିବେ । ଏହା ଇଂରାଜୀ ଇନପୁଟରୁ ଆପେ ଆପେ ଓଡ଼ିଆକୁ ବଦଳାଇଦେବ, ଏଥିରେ '''ଇନସ୍କ୍ରିପ୍ଟ''' ବି ଅଛି, ତେଣୁ ଲେଖାଲେଖି ପାଇଁ ସେତେ ଅସୁବିଧା ହବନି । ଯଦି କିଛି ସହଯୋଗ ଦରକାର ତେବେ '''[[ସାହାଯ୍ୟସହଯୋଗ:ଓଡ଼ିଆରେ ଟାଇପ କରିବେ କେମିତି|ଓଡ଼ିଆରେ ଟାଇପ]]''' କିମ୍ବା '''[[ସହଯୋଗ:ଓଡ଼ିଆରେ ଟାଇପ କରିବେ କେମିତି|Typing help]]''' ଲେଖି ଖୋଜିବା ବାକ୍ସ (Search Box) ଭିତରେ ଟାଇପ କଲେ ଓଡ଼ିଆ ଉଇକିପିଡ଼ିଆରେ ବହୁତ କଥା ଜାଣିହେବ ।
 
== ମୁଁ ଉଇକିପିଡ଼ିଆରେ କାହିଁକି ଲେଖିବି? ଏଥିରେ ମୋର କଣ ଲାଭ ହେବ? ==