"ଉଇକିପିଡ଼ିଆ:ଜାଣିବା କଥା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଦ୍ୟତନ/* ଉଇକିପିଡ଼ିଆ ଇଂରାଜୀ ବ୍ୟତୀତ ଅଲଗା ଭାଷାରେ ମିଳୁଛି କି? ଓଡ଼ିଆ କି ଅଲଗା ଭାରତୀୟ ଭାଷାରେ ଉଇକିପିଡ଼ି...
୪୮ କ ଧାଡ଼ି:
 
== ଉଇକିପିଡ଼ିଆ ଇଂରାଜୀ ବ୍ୟତୀତ ଅଲଗା ଭାଷାରେ ମିଳୁଛି କି? ଓଡ଼ିଆ କି ଅଲଗା ଭାରତୀୟ ଭାଷାରେ ଉଇକିପିଡ଼ିଆ ଅଛି କି? ==
୨୮୫ରୁ ବେଶି ଭାଷାରେ ଉଇକିପିଡ଼ିଆ ଅଛି <!--[http://meta.wikimedia.org/wiki/List_of_Wikipedias]-->। ଆଉ ଓଡ଼ିଆରେ ବି ଉଇକିପିଡ଼ିଆ ଅଛି । ପ୍ରଥମ ଉଇକିପିଡ଼ିଆ ଇଂରାଜୀରେ ହୋଇଥିଲା, ଯାହାକି ୨୦୦୧ ଜାନୁଆରୀରେ ଆରମ୍ଭ ହୋଇଥିଲା । ୨ ମାସ ପରେ ମାର୍ଚ ୨୦୦୧ରେ, ଉଇକିପିଡ଼ିଆ ଜର୍ମାନ ଭାଷାରେ କାମ କରିବା ଆରମ୍ଭ କଲା । ତାରତା'ର କିଛି ମାସ ପରେ ଫ୍ରେଞ୍ଚ, ଚାଇନିଜ, ଡଚ, ହିବୁରୁ, ଇଟାଲିଅ, ରୁସିଅରୁଷିଅ ଆଦି ଭାଷାରେ ତିଆରି ହେଲା ।
ପ୍ରଥମ ବର୍ଷ କୌଣସି ଭାରତୀୟ ଭାଷାର ନିଜର ଉଇକିପିଡ଼ିଆ ନଥିଲା । ଜୁନ ୨୦୦୨ ରେ ଓଡ଼ିଆ, ପଞ୍ଜାବି ଓ ଆସାମିରେ ଉଇକିପିଡ଼ିଆ ତିଆରି ହେଲା । ୨୦୦୨ ଡିସେମ୍ବରରେ ମାଲୟାଲାମରେ ତିଆରି ହେଲା । ୨୦୦୩ ବେଳକୁ ଅନେକ ଭାରତୀୟ ଭାଷାରେ ଉଇକିପିଡ଼ିଆ ତିଆରି ହେଲା । ଫେବ୍ରୁଆରୀରେ ଭୋଜପୁରି ଆରମ୍ଭ ହେଲା, ମଇ'ରେ ମରାଠି, ଜୁନରେ କନ୍ନଡ଼, ଜୁଲାଇରେ ହିନ୍ଦୀ, ସେପ୍ଟେମ୍ବରରେ ତାମିଲ, ତେଲୁଗୁ ଓ ଗୁଜରାଟି ଡିସେମ୍ବରରେ ଆଉ ବଙ୍ଗଳା ୨୦୦୪ ଜାନୁଆରୀରେ ତିଆରି ହୋଇଛି । ଏବେ ପାଳି ଭାଷାରେ ଓ ସଂସ୍କୃତରେ ଉଇକିପିଡ଼ିଆ ତିଆରି ହୋଇଛି ।<!--[http://meta.wikimedia.org/wiki/India_Program/Indic_Languages]-->
 
ଇଂରାଜୀ ଉଇକିପିଡ଼ିଆରେ ସବୁଠୁ ବେଶି ଲେଖା ଅଛି, ୨୦୧୨ ଜୁନଜୁଲାଇ ବେଳକୁ ୩୯୪୦ ଲକ୍ଷରୁ ବେଶି ଲେଖା ଥିଲା । ଓଡ଼ିଆ ଉଇକିପିଡ଼ିଆରେ ଏବେ [[Special:Statistics|{{NUMBEROFARTICLES}}]]ଟି ଲେଖା ଅଛି।ଅଛି ।
 
== ମୋତେ ଭଲ ଭାବେ ଇଂରାଜୀ ଜଣା, ଓଡ଼ିଆ ଉଇକିପିଡ଼ିଆରେ କାହିଁକି ଯୋଗ ଦେବି? ==