"ସନ୍ତୋଷ ଟ୍ରଫି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ ସଂଶୋଧନ
୯ କ ଧାଡ଼ି:
| number of teams = ୩୧
| current champions = ସର୍ଭିସେସ (୨ଥର ଚାମ୍ପିଆନ)
| most successful team = [[ପଶ୍ଚିମବଙ୍ଗ]](ବେଙ୍ଗଲ୍)]](୩୧ ଥର ଚାମ୍ପିଆନ)
| broadcasters = [[ଟେନ ସ୍ପୋର୍ସସ୍ପୋର୍ଟ୍ସ]]
| motto =
| website =
| current = [[୨୦୧୨ ସନ୍ତୋଷ ଟ୍ରଫି]]
}}
 
'''ସନ୍ତୋଷ ଟ୍ରଫି''' ଫୁଟବଲ।୧୯୪୧ଫୁଟବଲ ୧୯୪୧ ମସିହାରେ ଭାରତୀୟ ଫୁଟବଲ ଆସୋସିଏଶନ ସଭାପତି ଥିବା '''ସନ୍ତୋଷ'''ର ମହାରାଜା ସାର ମନ୍ମଥ ନାଥ ରାୟ ଚୈଧୁରୀଙ୍କ ନାମରେ ଏହି ଟ୍ରଫିର ନାମକରଣ ହେଇଛି।ସନ୍ତୋଷ ବର୍ତ୍ତମାନ [[ବାଂଲାଦେଶ]]ରେ ଅବସ୍ତିତ।କିନ୍ତୁଅବସ୍ତିତ । କିନ୍ତୁ ସ୍ଵାଧୀନତା ପୂର୍ବରୁ ଅଖଣ୍ଡ ଭାରତୀୟ ରାଜ୍ୟଭାବେ ରହିଥିବା ସନ୍ତୋଷ ନାମରେ ହିଁ ଏହି ଟ୍ରଫିର ନାମକରଣ ହେଇଛି ।୧୯୪୧। ୧୯୪୧ ମସିହାରୁ ପ୍ରତିବର୍ଷ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଭାବେ ଅନୁଷ୍ଠିତ ହେଇଆସୁଛି ଏହି ପ୍ରତିଯୋଗିତା ।ଏଥିରେ। ଏଥିରେ ପ୍ରତ୍ୟେକ ରାଜ୍ୟ, କେନ୍ଦ୍ରଶାସିତ ଅଂଚଳ ଓ ବିଭିନ୍ନ ସରକାରୀ ସଂଗଠନ ଗୁଡିକ ଅଂଶଗ୍ରହଣ କରିଆସୁଛନ୍ତି ।ରନର୍ସ। ରନର୍ସ ଅଫ ଟ୍ରଫି କମଳା ଗୁପ୍ତା ଙ୍କ ନାମରେ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ମହୀଶୁର ଫୁଟବଲ ଆସୋସିଏଶନ ପକ୍ଷରୁ ସମ୍ପାଙ୍ଗୀ କପ ୧୯୫୨ ମସିହାରୁ ଦିଆହୋଇଆସୁଛି ।ସମ୍ପାଙ୍ଗୀ। ସମ୍ପାଙ୍ଗୀ ମହୀଶୁର(ବର୍ତ୍ତମାନ [[କର୍ଣ୍ଣାଟକ]])ର ଜଣେ ପ୍ରସିଦ୍ଧ ଫୁଟବଲ ଖେଳାଳି ଥିଲେ ଏବଂ ତାଙ୍କ ନାମରେ ଏହି ଟ୍ରଫି ଦେବାର ବ୍ୟବସ୍ଥା କରାଯାଇଛି।
 
==ଲକ୍ଷ୍ୟ==
୧୯୯୬ ପର୍ଯ୍ୟନ୍ତ ସନ୍ତୋଷ ଟ୍ରଫି [[ଭାରତ]]ର ସବୁଠାରୁ ଗୁରୁତ୍ବପୂର୍ଣ୍ଣଗୁରୁତ୍ଵପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ଭାବେ ବିବେଚିତ ହେଇଆସୁଥିଲା ।ଏହି। ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଦର୍ଶନକୁ ଭିତ୍ତିକରି ଜାତୀୟ ଦଳ ସହ ଅନ୍ୟାନ୍ୟ ଦଳ ଚୟନ କରାଯାଉଥିଲା।କିନ୍ତୁକରାଯାଉଥିଲା । କିନ୍ତୁ ୧୯୯୬ରେ [[ନ୍ୟାଶନାଲ ଫୁଟବଲ ଲିଗ]] ଆରମ୍ଭ ହେବା ପରେ ସନ୍ତୋଷ ଟ୍ରଫିର ଗୁରୁତ୍ବଗୁରୁତ୍ଵ କମିଯାଇଛି । କମିଯାଇଛି।[[ନ୍ୟାଶନାଲ ଫୁଟବଲ ଲିଗ]]ରେ ଦେଶର ପ୍ରତିଷ୍ଠିତ ଖେଳାଳିଙ୍କ ସମେତ ଦେଶ ବାହାରର ଖେଳାଳିଙ୍କ ସମାଗମ ଯୋଗୁଁ ଏହା ଦେଶର ସବୁଠୁ ବଡବଡ଼ ଏବଂ ଗୁରୁତ୍ବପୂର୍ଣ୍ଣଗୁରୁତ୍ଵପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ବିବେଚିତ ହେଇଛି।ଏବେହେଇଛି । ଏବେ ସନ୍ତୋଷ ଟ୍ରଫିକୁ ଭବିଷ୍ୟତ ଗଢିବା ପାଇଁ ବ୍ୟବହାର କରାଯାଉଛି।ଏହିକରାଯାଉଛି । ଏହି ଟୁର୍ଣ୍ଣାମେଣ୍ଟକୁ ଏବେ [[ଅଲିମ୍ପିକ କ୍ରିଡ଼ା |ଅଲିମ୍ପିକ]] ଢାଞ୍ଚାରେ ଆୟୋଜନ କରାଯାଉଛି।ଟୁର୍ଣ୍ଣାମେଣ୍ଟରେ କେବଳ ୨୩ ବର୍ଷରୁ କମ ବୟସର ଖେଳାଳି ମାନଙ୍କୁ ସାମିଲ କରାଯାଉଥିବାରୁ ଭବିଷ୍ୟତ ଖେଳାଳିଙ୍କୁ ଚିହ୍ନଟ କରିବାପାଇଁ ସବୁଠାରୁ ବଡ ପ୍ଲାଟଫର୍ମ ଭାବେ ଉଭାହେଇଛି।ଯୁବ ଖେଳାଳିମାନେ ମଧ୍ୟ ଏହାର ସଦୁପଯୋଗ କରିଛନ୍ତି
==ଗଠନ==
ସନ୍ତୋଷ ଟ୍ରଫିର ଫର୍ମାଟ ବାରମ୍ବାର ପରିବର୍ତ୍ତନ ହେଇଛି।ହେଇଛି । ଏବେ ଗ୍ରହଣ କରାଯାଇଥିବା ଫର୍ମାଟରେ ଅଂଶଗ୍ରହଣକାରୀ ଦଳ ଗୁଡିକୁଅଧିକ ମ୍ୟାଚ ଖେଳିବାକୁ ସୁଯୋଗ ମିଳୁଛି।ସେମିମିଳୁଛି । ସେମି ଫାଇନାଲ ମ୍ୟାଚ ନକ୍ ଆଉଟ୍ ଭିତ୍ତିରେ ଖେଳାଯିବ।ନିର୍ଦ୍ଧାରିତଖେଳାଯିବ । ନିର୍ଦ୍ଧାରିତ ସମୟରେ ମ୍ୟାଚ ମୀମାଂସା ହୋଇନପାରିଲେ ଅତିରିକ୍ତ ସମୟ ଖେଳାଯିବ।ଏଥିରେ ଗୋଲ୍ଡେନ ଗୋଲ ହେଲେ ମ୍ୟାଚର ଫଳାଫଳ ନିର୍ଣ୍ଣିତ ହେଇପାରିବ।କିନ୍ତୁହେଇପାରିବ । କିନ୍ତୁ ଏଥିରେ ଖେଳ ସମାନ ସ୍ତରରେ ରହିଲେ ପେନାଲ୍ଟି ଶୁଟ୍ ଆଉଟର ପଦ୍ଧତି ଅନୁସୃତ ହେବାର ନିୟମ ରହିଛି।ବର୍ତ୍ତମାନରହିଛି । ବର୍ତ୍ତମାନ ୧୭ ଏବଂ ୧୯ ବର୍ଷରୁ କମ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି।ଗୋଟିଏକରାଯାଇଛି । ଗୋଟିଏ ହେଲା ଏଲିଟ୍ ଓ ଅନ୍ୟଟି ହେଲା ପ୍ଲେଟ ଡିଭିଜନ।ଡିଭିଜନ ।
==ବିଜେତା/ଉପବିଜେତା==
{| class="sortable wikitable"
Line ୮୯ ⟶ ୯୦:
|୨
|}
<ref>http://en.wikipedia.org/wiki/Santosh_Trophy</ref>
 
==ଆଧାର==
୯୮ କ ଧାଡ଼ି:
* [http://www.kolkatafootball.com/index.htm The Football capital of India]
* [http://www.the-afc.com/english/national/default_NA.asp?nationalID=33 India page] on official [[Asian Football Confederation|AFC]] website
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[ଶ୍ରେଣୀ:ଖେଳ]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[en:Santosh Trophy]]
[[fr:Fédération d'Inde de football]]