"ସୁନୀତା ୱିଲିଅମ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ MKar ସୁନିତା ୱିଲିଅମ୍ସ ପୃଷ୍ଠାଟି ସୁନୀତା ୱିଲିଅମ୍ସକୁ ଘୁଞ୍ଚାଇଲେ: ବନାନ
No edit summary
୧୮ କ ଧାଡ଼ି:
| insignia =[[File:STS-116 emblem.svg|30px|STS-116]] [[File:ISS Expedition 14 patch.png|30px|ISS Expedition 14]] [[File:ISS Expedition 15 patch.png|30px|ISS Expedition 15]] [[File:STS-117 patch new2.svg|30px|STS-117]]
}}
'''ସୁନୀତା ୱିଲିଅମ୍ସ''' ହେଉଛନ୍ତି ଦ୍ଵିତୀୟ [[ଭାରତୀୟ]] ବଂଶୋଭବ ମହିଳା ମହାକାଶଚାରୀ । ସୁନୀତା ୱିଲିଅମ୍ସ ୧୯୬୫ ମସିହା ସେପ୍ଟେମ୍ବର ୧୯ ତାରିଖରେ [[ଆମେରିକା]]ର [[ଓହିଓ]]ରେ ଠାରେ ଜନ୍ମ ଗ୍ରହଣ କରିଥିଲେ ।ତାଙ୍କ ପିତାଙ୍କ ନାମ ଡ.ଦିପକ ପାଣ୍ଡ୍ୟା ଏବଂ ମାତାଙ୍କ ନାମ ବୋନି । <ref>http://www.jsc.nasa.gov/Bios/htmlbios/williams-s.html</ref>ତାଙ୍କ ପିତା [[ଗୁଜରାଟ]]ର ନନ୍ଦାସଣର ବାସିନ୍ଦା ।
 
ଫ୍ଲୋରିଡା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ସୁନିତା ସାଜିଥିଲେ ଆମେରିକୀୟ [[ନାସା]]ର ଅଫିସର । ପରବର୍ତ୍ତି ସମୟରେ [[ନାସା]]ରୁ ପ୍ରସିକ୍ଷଣ ନେଇ ସେ ମହାକାଶକୁ ଯାତ୍ରା କରିଥିଲେ ୨୦୦୬ ଡିସେମ୍ବର ୯ ରେ ।୪ଥର ସ୍ପେସ ୱାକ (୨୯ ଘଣ୍ଟା ୧୭ ମିନିଟ) କରିଥିବା ସୁନିତା ମହାକାଶରେ ୧୯୫ ଦିନ ରହି ୱାଲ୍ଡ ରେକର୍ଡ ପ୍ରତିଷ୍ଠା କରିଥିଲେ ।<ref>http://www.space.com/3438-orbital-champ-iss-astronaut-sets-spacewalk-record.html</ref>ଏଥି ସହିତ ବହୁ ସମ୍ମାନର ଅଧିକାରିଣୀ ସୁନିତା ଦ୍ବିତୀୟ ଭାରତୀୟ ବଂଶୋଭବ ମହିଳା ମହାକାଶଚାରୀ ହେଇଛନ୍ତି ।