"ଗୌରୀଶଙ୍କର ରାୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଲିଙ୍କ
ଟିକେ ଆଧାର
୧ କ ଧାଡ଼ି:
{{stub}}
{{Infobox person
| name = ଗୌରୀ ଶଙ୍କର ରାୟ
Line ୯ ⟶ ୮:
| death_date = ୫ ମାର୍ଚ୍ଚ ୧୯୧୭<!-- {{Death date and age|YYYY|MM|DD|YYYY|MM|DD}} (death date then birth date) -->
| death_place =
| nationality = [[ଭାରତ|ଭାରତୀୟ]]
| ethnicity = [[ଓଡ଼ିଆ]]
| home town = [[କଟକ]], [[ଓଡ଼ିଶା]]
Line ୧୯ ⟶ ୧୮:
}}
 
'''ଗୌରୀ ଶଙ୍କର ରାୟ''' ୧୮୩୮ ମସିହା ଜୁଲାଇ ୧୩ ତାରିଖ ଦିନ [[କଟକ ଜିଲା|କଟକ ଜିଲ୍ଲା]] ଅସୁରେଶ୍ୱର ଅନ୍ତର୍ଗତ ଦୀକ୍ଷିତପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ୤
[[ଓଡ଼ିଶା]] ମୋଗଲ ଶାସନାଧୀନ ହେଲା ପରେ ବଙ୍ଗର ଶାସନ କର୍ତ୍ତା ତୋଡ଼ରମଲ୍ଲଙ୍କୁ [[ଓଡ଼ିଶା]]ର ରାଜସ୍ୱ-ବନ୍ଦୋବସ୍ତ କରିବାକୁ ପଠାଇଥିଲେ୤ ତାଙ୍କ ସହିତ ସହିତ ଯେଉଁ ବଙ୍ଗୀୟ ରାଜ କର୍ମଚାରୀମାନେ [[ଓଡ଼ିଶା]] ଆସି, [[ଓଡ଼ିଶା]]ରେ ଘରଦ୍ଵାର କରି ରହି ଯାଇଥିଲେ, ଗୌରୀ ଶଙ୍କରଙ୍କ ପୂର୍ବପୁରୁଷ ଥିଲେ ସେଇମାନଙ୍କ ମଧ୍ୟରୁ ଅନ୍ୟତମ ୤ ସେମାନଙ୍କ ପଦବୀ ଥିଲା ‘ବସୁ’, ଏମାନେ ଥିଲେ ରାଜବଂଶୀୟ କାୟସ୍ଥ ୤ ମୋଗଲ ଶାସକମାନଙ୍କୁ, ରାଜସ୍ୱ ବନ୍ଦୋବସ୍ତ କରିବାରେ ସହାୟତା କରିଥିବା ହେତୁ ଏମାନଙ୍କୁ ‘ରାୟ’ ଉପାଧି ମିଳିଥିଲା ୤ ଗୌରୀ ଶଙ୍କରଙ୍କ ପ୍ରପିତାମହ ମାଧବଚନ୍ଦ୍ର ‘ବସୁ’ ଉପାଧି ବର୍ଜନ କରି ‘ରାୟ’ ହୋଇଥିଲେ ୤
 
ଗ୍ରାମ ଚାଟଶାଳୀରେ ପ୍ରାଥମିକ [[ଓଡ଼ିଆ]] ଶିକ୍ଷା ସମାପ୍ତ ପରେ ଏଗାର ବର୍ଷ ବୟସରେ କଟକ ହାଇସ୍କ୍ମୁଲ ଏବଂ ପରେ ହୁଗୁଳି ଯାଇ ସେଠାରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ ୤ ଶିକ୍ଷା ସମାପ୍ତ ପରେ ପ୍ରଥମେ ମାସିକ ୨୦ ଟଙ୍କା ବେତନରେ ବାଲେଶ୍ୱର ଜିଲ୍ଲା ସ୍କୂଲରେ ଶିକ୍ଷକତା ଏବଂ ପରେ କଟକ କମିଶନରଙ୍କ କାର୍ଯ୍ୟାଳୟରେ କିରାଣି ଭାବରେ କାର୍ଯ୍ୟ କରିଥିଲେ୤ ଗୌରୀ ଶଙ୍କର ଓ ତାଙ୍କର ଘନିଷ୍ଠ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ ୧୮୬୪ ମସିହାରେ ‘କଟକ ପ୍ରିଣ୍ଟିଂ କମ୍ପାନୀ’ ଗଢ଼ିଥିଲେ ୤<ref>{{cite web |url= http://orissadiary.com/personality/writer/GOURISHANKARRAY%20.asp |title=GOURI SHANKAR RAY |work=orissadiary.com |year=2012 |quote=He was the associate founder of Cuttack Printing Company |accessdate=29 June 2012}}</ref>
ଏହି କଟକ ପ୍ରିଣ୍ଟିଂ କମ୍ପାନୀ ଆନୁକୂଲ୍ୟରେ ୧୮୬୫ ମସିହା ଜୁଲାଇ ପହିଲା ଦିନ ମୁଦ୍ରଣ ଯନ୍ତ୍ର ସ୍ଥାପିତ ହୋଇଥିଲା ଏବଂ ଏହାର ମାସକ ପରେ ଏଠାରୁ ପ୍ରଥମ [[ଓଡ଼ିଆ]] ସମ୍ବାଦ ପତ୍ର ‘[[ଉତ୍କଳ ଦୀପିକା]]’ ପ୍ରକାଶିତ ହୋଇଥିଲା୤<ref>{{cite web |url= http://www.odisha.gov.in/portal/ViewDetails.asp?vchglinkid=GL012&vchplinkid=PL048&vchslinkid=SL022 |title=Orissa Government Portal |work=odisha.gov.in |year=2012 |quote=The first news paper Utkal Deipika is brought out by the Cuttack printing company. |accessdate=30 June 2012}}</ref>
<ref>{{cite web |url= http://cuttack.nic.in/history/HISTORY-CUTTACK.htm |title=HISTORY OF CUTTACK |work=cuttack.nic.in |year=2011 |quote=The first Newspaper of Odisha “UtkalDipika” was publish by the Cuttack printing Company due to the efforts of Gourisankar Ray in 1866 |accessdate=30 June 2012}}</ref>
ଏହା ପ୍ରଥମେ ସାପ୍ତାହିକ ଆକାରରେ ପ୍ରକାଶିତ ହୋଇଥିଲେ ସୁଦ୍ଧା ପରେ ଏହା ଦୈନିକ ହୋଇଥିଲା ୤ ଗୌରୀ ଶଙ୍କର ଥିଲେ କଟକ ପ୍ରିଣ୍ଟିଂ କମ୍ପାନୀର ଆଜୀବନ ସଚିବ ଓ ‘[[ଉତ୍କଳ ଦୀପିକା]]’ ର ପ୍ରଥମ ସମ୍ପାଦକ ୤
 
ଗୌରୀ ଶଙ୍କର ଥିଲେ ଉନବିଂଶ ଶତାବ୍ଦୀ [[ଓଡ଼ିଆ]] ନବଜାଗରଣର ଅନ୍ୟତମ ବିଶିଷ୍ଟ କର୍ଣ୍ଣଧାର ୤ ଗୌରୀ ଶଙ୍କର [[ଓଡ଼ିଶା]]ବାସୀ ବଙ୍ଗାଳୀ<ref>{{cite web |url= http://www.hindu.com/2001/01/07/stories/1307017p.htm |title=The Hindu : Dear Oriyas, Rise!|work=hindu.com |year=2001 |quote=Gauri Shankar Ray, a Bengali who had settled down in Orissa and upheld the cause of Oriya against Bengali. |accessdate=29 June 2012}}</ref> ହୋଇ ସୁଦ୍ଧା, ‘ଉତ୍କଳ ସାହିତ୍ୟ ସମାଜ’ର ସଭାପତି ଏବଂ ‘ଉତ୍କଳ ସଭା’ର ସମ୍ପାଦକ-ପରିଚାଳକ ଭାବରେ ସେ ନିଜ [[ଓଡ଼ିଆ]] ପ୍ରୀତି ଓ ସଙ୍ଗଠନ ଶକ୍ତିର ପରିଚୟ ଦେଇ ଯାଇଛନ୍ତିଯାଇଛନ୍ତି୤<ref>{{cite web |url= http://india.gov.in/knowindia/state_uts.php?id=82 |title=History - Odisha - States and Union Territories - Know India: National Portal of India |work=india.gov.in |year=2012 |quote=1882 AD: Utkal Sabha under the secretary Gouri Sankar Ray formed. |accessdate=30 June 2012}}</ref>
ତାଙ୍କର ବଳିଷ୍ଟ ସମ୍ପାଦନାରେ [[ଉତ୍କଳ ଦୀପିକା]] [[ଓଡ଼ିଆ ଲୋକ|ଓଡ଼ିଆ]] ମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପିତ କରିବାରେ ଅଗ୍ରଣି ଭୂମିକା ଗ୍ରହଣ କରିଥିଲା ୤
 
କଟକ ଟାଉନ୍‌ ହଲ ତାଙ୍କରି ଅବଦାନ ୤ [[ଓଡ଼ିଶା|ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ]] ଗଠନ ହେବା ପୂର୍ବରୁ ୧୯୧୭ ମସିହା ମାର୍ଚ୍ଚ ୫ ତାରିଖ ଦିନ ସେ ଇହଧାମ ତ୍ୟାଗ କରିଥିଲେ ୤