"ପପୁ ପମ ପମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨ କ ଧାଡ଼ି:
 
==ପ୍ରାରମ୍ଭିକ ଜୀବନ==
'''ତତ୍ଵ ପ୍ରକାଶ ଶତପଥୀ''' '''ମୟୁରଭଞ୍ଜ''' ର କପ୍ତିପଦା ଠାରେ '''୧୯୭୮ ମସିହା ମଇ ୨୬''' ତାରିଖରେ ଏକ କଳାକାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ । କିନ୍ତୁ ସେ '''ମ୍ଯାଜିକ୍''' ପାଇନ୍ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇଥିଲେ | '''ପପୁ''' ପିଲା ଦିନ ରୁ ଓଡିଆ ଯାତ୍ରା, ଗୀତ,ନ୍ରୁତ୍ୟ ଆଦି ପରିବେଷଣ କରି ଜିଲ୍ଲା ଓ ରାଜ୍ୟ ସ୍ତର ରେ ଅନେକ ପୁରସ୍କାର ଜିତିଥିଲେ।ଜିତିଥିଲେ।ବର୍ତ୍ତମାନ ସୁଦ୍ଧା ସେ ୧୦୦ ରୁ ଅଧିକ ମଞ୍ଚରେ ନିଜର ଚମତ୍କାର ଅଭିନୟ ଦେଖାଇସାରିଛନ୍ତି | ସେ ଉଦଳା କଲେଜ ରୁ ରସାୟନ ବିଜ୍ଞାନ ରେ ସ୍ନାତକ ଶିକ୍ଷା ଲାଭ କରିଛନ୍ତି । ସେ ଉଦଳା ମହବିଦ୍ୟାଳୟ ରେ ଡ୍ରାମାଟିକ ସେକ୍ରେଟାରି ମଧ୍ୟ ଥିଲେ ।
 
==ବୃତ୍ତି==
"https://or.wikipedia.org/wiki/ପପୁ_ପମ_ପମ"ରୁ ଅଣାଯାଇଅଛି