"ଉଇକିପିଡ଼ିଆ:ଜାଣିବା କଥା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୫୪ କ ଧାଡ଼ି:
 
== ମୋତେ ଭଲ ଭାବେ ଇଂରାଜୀ ଜଣା, ଓଡ଼ିଆ ଉଇକିପିଡ଼ିଆରେ କାହିଁକି ଯୋଗ ଦେବି? ==
ଆପଣ ହୁଏତ ଭଲ ଭାବେ ଇଂରାଜୀ ଜାଣିଥାଇପାରନ୍ତି, ହେଲେ ସେଇଟି ନିଜ ମାତୃଭାଷାକୁ ଛାଡ଼ିଦେବାର ଗୋଟିଏ କାରଣ ହୋଇ ନ ପାରେ । ଆପଣ ନିଜର ଉଚଉଚ୍ଚ ଇଂରାଜୀ ଜ୍ଞାନକୁ ବ୍ୟବହାର କରି ଗୁଡ଼ାଏ ଜଣା ଅଜଣା କଥା ଏକାଠି କରି ଓଡ଼ିଆରେ ଆଉଥରେ ଲେଖିପାରିବେ । ଏହା ଭଲ ଭାବେ ଇଂରାଜୀ ଜାଣି ନଥିବା ଓ ଓଡ଼ିଆରେ ଉଇକିପିଡ଼ିଆ ପଢ଼ିବାକୁ ଚାହୁଁଥିବା ଲୋକଙ୍କୁ ସାହାଯ୍ୟ କରିବ ।
 
ଢେରେଗୁଡ଼ିଏବହୁତ ଛୋଟ ଛୋଟ ଜାଣିବା କଥା ଇଂରାଜୀ ଉଇକିପିଡ଼ିଆରେ ଭାଷା ଓ ଭାବର ତଫାତ ସକାଶେ ଏଯାଏଁ ଅଜଣା ହୋଇ ରହିଛି | ସେସବୁ ଜାଣିବା କଥାକୁ ଇଂରାଜୀ ଠାରୁ ଆଞ୍ଚଳିକ ଭାଷାରେ ବେଶି ସହଜରେ ଲେଖି ହେବ । ଆଉ ସେସବୁ ଲେଖା ଯଦି ଇଂରାଜୀଇଂରାଜୀରେ ଭଲ ଭାବରେ ଥାଏ କିଛି ଏମିତି ପାଠକ ଓ ଲେଖାଳିସମ୍ପାଦକ ଦରକାର ଯିଏ ଦୁଇଟି ଜାକ ଭାଷା ଭଲ ଭାବରେ ଜାଣିଥିବଜାଣିଥିବେ । ବେଳେବେଳେ ଇଂରାଜୀରେ ଅନୁବାଦ ଟିକେ କଠିଣକଠିନ ଆଉ ଲେଖାର ଭାବ ସରିଯାଏ ଅନୁବାଦ ଭିତରେ ।
 
ଅନେକ ଭାରତୀୟ ଇଂରାଜୀରେ ସେତେ ପ୍ରାଞ୍ଜଳ ନୁହନ୍ତି, ହେଲେ ଲୋକେ ସେମାନଙ୍କ ମାତୃଭାଷାରେ ସହଜରେ କଥାଭାଷା ଓ ଲେଖାଲେଖି କରିପାରନ୍ତି । ଆଉ ଇଂରାଜୀ ଜାଣିନଥିବା ଲୋକଙ୍କୁ ବି ନୂଆ ନୂଆ କଥା ଜାଣିବାରୁ ରୋକିବାର କିଛି କାରଣ ନାହିଁ ।