"ବିଶ୍ୱନାଥ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୪ କ ଧାଡ଼ି:
 
==ପ୍ରାରମ୍ଭିକ ଜୀବନ==
ବିଶ୍ବନାଥ ଦାସ ୮ ମଈ ୧୮୮୯ ମସିହାରେ, ମଧୁସୁଦନ ଦାସଙ୍କ ଔରସରୁ [[ଓଡିଶା]]ର [[ଗଞ୍ଜାମ]] ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ [[ରେଭେନ୍ସା]] ମହାବିଦ୍ୟାଳୟରୁ ସ୍ନାତକରେ ଉତିର୍ନ ହେଲାପରେ [[କଲିକତା]] [[ବିଶ୍ବବିଦ୍ୟାଳୟ]]ରୁ ଆଇନ ରେ ସ୍ନାତକ ହେଲେ । [[ମାଡ୍ରାସ]] ଠାରେ ଆଇନ ବେବସାୟ କରୁଥିବା ସମୟରେ ସେ ୧୯୨୧ ମସିହାରେ [[ଭାରତୀୟ ଜାତୀୟ କଙ୍ଗ୍ରେସ]] ରେ ଯୋଗଦେଲେ । ସେହିବର୍ଷ ସେ ମଧ୍ୟ [[ଗଞ୍ଜାମ]] [[ଜିଲ୍ଲା]]ର [[ଛତ୍ରପୁର]] ତାଲୁକା ପରିଷଦକୁ ସଭାପତି ପଦକୁ ନିର୍ବାଚିତ ହୋଇଥିଲେ ।
ଓଡିଶା ର ସେବା କ୍ଷେତ୍ର ରେ ମହତ୍ବପୂର୍ଣ୍ଣ ଅବଦାନ ଥିବା [[ଲୋକ ସେବକ ମଣ୍ଡଳ]] ର ଆଜୀବନ ସଦସ୍ୟ ମଧ୍ୟ ଥିଲେ।
 
==ରାଜନୀତି==