"କ୍ୟାପିଟାଲ ହାଇସ୍କୁଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Infobox school
ଟିକେ ବନାନ
୧୩ କ ଧାଡ଼ି:
|faculty = ୪୦
|staff = ୧୦
|students|ବିଦ୍ୟାର୍ଥୀ = ୧୦୦୦୧,୦୦୦+
|campus type =
|campus size =
|location = [[ଭୁବନେଶ୍ଵର]], [[ଓଡ଼ିଶା]], [[ଭାରତ]]
|website = http://www.capitalhighschoolbhubaneswar.com
}}
 
'''କ୍ୟାପିଟାଲ ହାଇସ୍କୁଲ''' [[ଓଡ଼ିଶା]]ର [[ଭୁବନେଶ୍ଵର]] ଥିବା ଏକ [[ଓଶାଓଡ଼ିଶା ସରକାର|ସରକାରୀ]] [[ଓଡ଼ିଆ ଭାଷା|ଓଡ଼ିଆ]] ମାଧ୍ୟମ ଉଚ୍ଚବିଦ୍ୟାଳୟ ।<ref>[http://books.google.com/books?id=L-IfAQAAIAAJ&q=capital+high+school+bhubaneswar&dq=capital+high+school+bhubaneswar&hl=en&sa=X&ei=JLumT9DHIMfOrQeSrr33AQ&ved=0CEEQ6AEwAA Press in India: Part 1 ]. Ministry of Information and Broadcasting, India. Office of the Registrar of Newspapers (1965)</ref> ଏଠାରେ ଷଷ୍ଠ ରୁ ଦଶମ ଶ୍ରେଣୀ ଯାଏ ପାଠ ପଢ଼ାଯାଇଥାଏ । ଏଠାରେ ଉଭୟ ବାଳକ ଓ ବାଳିକା ମାନେ ଶିକ୍ଷା ଗ୍ରହଣ କରନ୍ତି |
 
== ଅବସ୍ଥିତି ==
ଏହି ବିଦ୍ୟାଳୟଟି [[ଭୁବନେଶ୍ଵର]]ର କେନ୍ଦ୍ରସ୍ଥଳ ୩ ନମ୍ବର ଅଞ୍ଚଳରେ ଅବସ୍ଥିତ |
 
== ଇତିହାସ ==
କ୍ୟାପିଟାଲ ହାଇସ୍କୁଲ ୧୯୫୧ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଏଠାରେ [[ଓଡ଼ିଆ ଭାଷା|ଓଡ଼ିଆ]] ମାଧ୍ୟମରେ ଶିକ୍ଷା ଦିଆଯାଇଥାଏ । ପ୍ରଥମ ପ୍ରଧାନ ଶିକ୍ଷକ ରୁପେ ଶ୍ରୀ ଗଣେଶ ଚନ୍ଦ୍ର ମିଶ୍ର ୧୬ ଜୁଲାଇ ୧୯୫୧ ତାରିଖ ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଇତି ମଧ୍ୟରେ ବିଦ୍ୟାଳୟଟି ୬୧ ବର୍ଷ ପୁରଣ କରି ସାରିଛି । ୨୮ ଓ ୨୯ ଅପ୍ରେଲ ୨୦୧୨ରେ ବିଦ୍ୟାଳୟର ହୀରକ ଜୟନ୍ତି ପାଳନ କରାଯାଇଥିଲା । ପ୍ରତିଷ୍ଠା ବର୍ଷରୁ ଏ ଯାବତ ବହୁ ଛାତ୍ର ମାଟ୍ରିକ ପରୀକ୍ଷା ରେ ରାଜ୍ୟ ରେ ପ୍ରଥମ ଦଶ ଜଣଙ୍କ ମଧ୍ୟ ରେ ସ୍ଥାନ ଅର୍ଜନ କରିଛନ୍ତି |<ref>http://www.capitalhighschoolbhubaneswar.com/results.htm</ref> ଅଧୁନା ଏହି ବିଦ୍ୟାଳୟରେ ପ୍ରାୟ ୧୦୦୦୧,୦୦୦ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି ।
 
==ଆଧାର==