"ପୃଥିବୀ ଦିବସ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ବଦଳ ସାରକଥା ଲୁଚାଇଦିଅନ୍ତୁ
AvocatoBot (ଆଲୋଚନା | ଅବଦାନ) ଟିକେ (r2.7.1) (Robot: Modifying it:Giornata della Terra) |
|||
[[ପ୍ରତିବର୍ଷ]] ଅପ୍ରେଲ[[ମାସ]] ୨୨ ତାରିଖକୁ ପୃଥିବୀ ଦିବସ ବା ଆର୍ଥ ଡେ ଭାବେ ପାଳନ କରାଯାଇଥାଏ । ୧୯୭୦ ମସିହାରେ ପ୍ରଥମେ ଆର୍ଥ ଡେ ପାଳନ କରାଯାଇଥିଲା । ପରିବେଶବିତ୍ ତଥା ଆମେରିକାର ସିନେଟର ଗେଲର୍ଡ ନେଲସନ ପ୍ରଥମେ ଏହି ଦିବସ ପାଳନ କରିଥିଲେ । ପରେ ୧୯୯୦ ମସିହାରେ ପୃଥିବୀର ୧୪୧ଟି ଦେଶରେ ଏହି ଦିବସ ପାଳନ ହୋଇଥିଲା । ବର୍ତ୍ତମାନ ବିଶ୍ଵର ୧୭୫ଟି ଦେଶରେ ଆର୍ଥ ଡେ ପାଳିତ ହେଉଛି ।
==ଆଧାର==
|