"ବୌଦ୍ଧ ଧର୍ମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Adding lez:Буддизм
ଟିକେNo edit summary
୬ କ ଧାଡ଼ି:
 
{{Buddhism}}
'''ବୈାଦ୍ଧ ଧର୍ମ''' ([[ପାଳି ଭାଷା|ପାଳି]]: ''ବଉଧବୋଧ ଧମ'') ଏକ [[ଧର୍ମ]] ଓ [[ଦର୍ଶନ]] ଯେଉଁଥିରେ ଅନେକ ଧରଣର ପରମ୍ପରା, ବିଶ୍ଵାସ ଓ ଆଚରଣ ରହିଅଛି । ଏହା [[ଗୌତମ ବୁଦ୍ଧ]]ଙ୍କ ଶିକ୍ଷାକୁ ନେଇ ଗଠିତ । ୬ଷ୍ଠ ଓ ୪ର୍ଥ ଖ୍ରୀ.ପୂ.ରେ ବୁଦ୍ଧ [[ଭାରତୀୟ ଉପମହାଦେଶ]]ର ଉତ୍ତର-ପୂର୍ବ ଭାଗରେ ବାସ କରି ଶିକ୍ଷା ଦେଇଥିଲେ । <ref>"Buddhism". (2009). In Encyclopædia Britannica. Retrieved November 26, 2009, from Encyclopædia Britannica Online Library Edition.</ref> ସେ [[ବୌଦ୍ଧବାଦୀ]] ମାନଙ୍କ ଦେଇ [[ବୋଧି]] ବା ଜଣେ ଆଲୋକିତ ଗୁରୁ ଯେ ତାହାଙ୍କର ଜ୍ଞାନକୁ [[ଚେତନା ରହିତ ଜନ]]ଙ୍କୁ [[ଅବିଦ୍ୟା]]ର ବିନାଶ କରିବାର ଶିକ୍ଷା ଦେଇଥିବା ଗୁରୁ ଭାବରେ ଜଣା, ଯାହା [[ସଂସାର (ବୌଦ୍ଧବାଦ)|କଷଣ ସଂସାର]]ରୁ ତରିବାରେ ଜଣଙ୍କୁ ସହଯୋଗ କରିଥାଏ ।
 
== ଟୀକା ==