"ସୁଦଶା ବ୍ରତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଆଧାର
ଟିକେ ଆଧାର
୧ କ ଧାଡ଼ି:
ଶୁକ୍ଳପକ୍ଷ [[ଦଶମୀ]] [[ତିଥି]] [[ଗୁରୁବାର]]ରେ ପଡ଼ିଲେ, ତାହା ସୁଦଶା ବ୍ରତ ରୂପେ ପାଳିତ ହୁଏ ୤<ref>{{cite web |url= http://www.orissa.oriyaonline.com/sudasha_brata.html |title=Festivals of Orissa - Sudasha Brata &#124; orissa.oriyaonline.com|work=orissa.oriyaonline.com |year=2012|accessdate=20 March 2012}}</ref>ସୁଦଶାର ଅର୍ଥ ଭଲ ସମୟ କିନ୍ତୁ ପଲ୍ଲୀ ମାନସରେ ସମ୍ଭବତଃ ସୁଦଶା ଶବ୍ଦ ସହିତ ଦଶ ସଂଖ୍ୟାଟି ସଂଯୋଜିତ ହୋଇ ଆସିଅଛି ୤ ଫଳତଃ ଉପାସନାରେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ [[ମୁରୁଜ]], ଦଶମୁଖୀ ଦୀପ, ଦଶମୁଠି ଚାଉଳ, ଦଶମେଞ୍ଚା [[କଦଳୀ]], ଦଶଗୋଟି [[ମଣ୍ଡା ପିଠା|ମଣ୍ଡା]] ଓ [[ଲକ୍ଷ୍ମୀ]]ଙ୍କ ପ୍ରତୀକ ରୂପେ [[ଲକ୍ଷ୍ମୀ]]ଙ୍କ ଦଶନାମ ସୁମରିତ ଦଶଖିଅ ଧଳାସୂତାର ଏକ ବ୍ରତ ପୂଜା କରାଯିବାର ବିଧି ରହିଛି ୤
 
==ବ୍ରତ କାହାଣୀ==
ଜନୈକା ବିଧବା ବ୍ରାହ୍ମଣୀ ନଦୀରୁ ଜଳ ଆଣିବା ସମୟରେ ନିଜ ବ୍ରତଟିକୁ ହଜାଇ ଦେଇଛନ୍ତି ୤ ବ୍ରତ ହରାଇ ବିକଳ ଭାବେ କ୍ରନ୍ଦନ କରୁଥିବା ବେଳେ ନଳ ରାଜା ତାଙ୍କର ଦୁଃଖ ଦୂର କରିବା ପାଇଁ ସତ୍ୟବଦ୍ଧ ହୋଇ ନିଜ ରାଣୀଙ୍କ ଠାରୁ ବ୍ରତ ଆଣି ବ୍ରାହ୍ମଣୀଙ୍କୁ ଦେଛନ୍ତି ୤ ବ୍ରତଟି [[ଲକ୍ଷ୍ମୀ]]ଙ୍କ ପ୍ରତୀକ ହୋଇଥିବାରୁ ବ୍ରତଦାନ କଲେ ଲକ୍ଷ୍ମୀଛଡ଼ା ହେବାର କଥିତ ଥିବାରୁ ରାଣୀ ଅତ୍ୟନ୍ତ କୁଣ୍ଠାର ସହ ବ୍ରତଟିକୁ ଦେଇଛନ୍ତି ୤