"ମନ୍ଦୋଦରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ମନ୍ଦୋଦରୀ
 
ଟିକେNo edit summary
୧୧ କ ଧାଡ଼ି:
}}
 
[[ରାମାୟଣ]] ମତେ '''ମନ୍ଦୋଦରୀ''' ({{IAST|Mandodarī}}), ରାକ୍ଷସ ରାଜା ରାବଣପତ୍ନୀ । <!--The ''Ramayana'' describes Mandodari as beautiful, pious, and righteous. She is extolled as one of the ''panchakanya'' ("five virgins"), the recital of whose names is believed to dispel sin.-->
 
ରାବଣଜାୟା ମନ୍ଦୋଦରୀଙ୍କର ଜନ୍ମ, ପୂର୍ବଜନ୍ମ ଆଦିର କାହାଣୀ ଉତ୍ତର ରାମାୟଣରୁ ମିଳେ ୤ ନିଜର ପୂର୍ବ ଜନ୍ମରେ ମନ୍ଦୋଦରୀ ଥିଲେ ମଧୁରା ଅପସରା ୤ ସେ ପ୍ରତି ସୋମବାର ଦିନ ଶିବଙ୍କ ବ୍ରତପାଳନ କରୁଥିଲେ ୤ ଦିନେ ସେ ଶିବଙ୍କ ଦର୍ଶନ ପାଇଁ କୈଳାସରେ ପହଞ୍ଚିଲେ ୤ ପାର୍ବତୀ ସେତିକି ବେଳେ ସେଠାରେ ନ ଥିଲେ ୤ ଶିବ, ମଧୁରାଙ୍କ ସହ ଆଳାପ କରୁଥିବା ସମୟରେ ପାର୍ବତୀ ପହଞ୍ଚିଲେ ଓ ଅଜଣା ସୁନ୍ଦରୀଙ୍କୁ ଦେଖି ତାଙ୍କ ଭିତରେ ଇର୍ଷା ଜାଗ୍ରତ ହେଲା ୤ ଶିବଙ୍କୁ ସନ୍ଦେହ କରି ସେ ମଧୁରାଙ୍କୁ ଅଭିଶାପ ବଳରେ ମଣ୍ଡୁକୀରେ ପରିଣତ କରିଦେଲେ ୤ ମଣ୍ଡୁକୀ ରୂପରେ ମଧୁରା ହିମାଳୟ ଅନ୍ତର୍ଗତ ଏକ ବନସ୍ଥ ମଧ୍ୟସ୍ଥ କୂପରେ ବାସ କରିବାକୁ ଲାଗିଲେ ୤ ବାର ବର୍ଷ ପରେ ସେ ପୂର୍ବ ସୌନ୍ଦର୍ଯ୍ୟ ଫେରିପାଇବେ ବୋଲି ଶିବ ତାଙ୍କୁ ବର ଦେଇଥିଲେ ୤ ହେମପୁରର ରାକ୍ଷସରାଜ ମୟଦାନବ ଏବଂ ତାଙ୍କ ପତ୍ନୀ ହେମାଙ୍କର ଦୁଇ ପୁଅ-ମାୟାବୀ ଓ ଦୁନ୍ଦୁଭି ୤ କନ୍ୟାସନ୍ତାନଟିଏ ପାଇବା ପାଇଁ ଦୁହେଁ ଶିବଙ୍କୁ ପ୍ରାର୍ଥନା କରି ସନ୍ତୁଷ୍ଟ କଲେ ୤ ସେତେ ବେଳକୁ ମଧୁରାଙ୍କ ମଣ୍ଡୁକୀ ଜିବନକୁ ବାରବର୍ଷ ପୁରିଥାଏ ୤ଶିବ ମୟଦାନବଙ୍କୁ ସ୍ବପ୍ନାଦେଶ ଦେଲେ ତୁମର କନ୍ୟା କୂପ ଭିତରେ ଜନ୍ମ ନେଇସାରିଛି ୤ ପରଦିନ ସକାଳେ ବନସ୍ତ ଭିତରକୁ ଯାଇ ଶିବ କହିଥିବା କୂପ ଭିତରୁ ସେମାନେ ନବଜାତ କନ୍ୟାରତ୍ନଟିଏ ପାଇ ମନ୍ଦୋଦରୀ ଭାବେ ନାମିତ କରିଥିଲେ ୤
 
ରାବଣଜାୟା ମନ୍ଦୋଦରୀଙ୍କର ଜନ୍ମ, ପୂର୍ବଜନ୍ମ ଆଦିର କାହାଣୀ ଉତ୍ତର ରାମାୟଣରୁ ମିଳେ ୤ ନିଜର ପୂର୍ବ ଜନ୍ମରେ ମନ୍ଦୋଦରୀ ଥିଲେ ମଧୁରା ଅପସରା ୤ ସେ ପ୍ରତି [[ସୋମବାର]] ଦିନ ଶିବଙ୍କ[[ଶିବ]]ଙ୍କ ବ୍ରତପାଳନ କରୁଥିଲେ ୤ ଦିନେ ସେ ଶିବଙ୍କ[[ଶିବ]]ଙ୍କ ଦର୍ଶନ ପାଇଁ କୈଳାସରେ ପହଞ୍ଚିଲେ ୤ ପାର୍ବତୀ ସେତିକି ବେଳେ ସେଠାରେ ନ ଥିଲେ ୤ ଶିବ, ମଧୁରାଙ୍କ ସହ ଆଳାପ କରୁଥିବା ସମୟରେ [[ପାର୍ବତୀ]] ପହଞ୍ଚିଲେ ଓ ଅଜଣା ସୁନ୍ଦରୀଙ୍କୁ ଦେଖି ତାଙ୍କ ଭିତରେ ଇର୍ଷା ଜାଗ୍ରତ ହେଲା ୤ ଶିବଙ୍କୁ[[ଶିବ]]ଙ୍କୁ ସନ୍ଦେହ କରି ସେ ମଧୁରାଙ୍କୁ ଅଭିଶାପ ବଳରେ ମଣ୍ଡୁକୀରେ ପରିଣତ କରିଦେଲେ ୤ ମଣ୍ଡୁକୀ ରୂପରେ ମଧୁରା ହିମାଳୟ ଅନ୍ତର୍ଗତ ଏକ ବନସ୍ଥ ମଧ୍ୟସ୍ଥ କୂପରେ ବାସ କରିବାକୁ ଲାଗିଲେ ୤ ବାର ବର୍ଷ ପରେ ସେ ପୂର୍ବ ସୌନ୍ଦର୍ଯ୍ୟ ଫେରିପାଇବେ ବୋଲି [[ଶିବ]] ତାଙ୍କୁ ବର ଦେଇଥିଲେ ୤ ହେମପୁରର ରାକ୍ଷସରାଜ ମୟଦାନବ ଏବଂ ତାଙ୍କ ପତ୍ନୀ ହେମାଙ୍କର ଦୁଇ ପୁଅ-ମାୟାବୀ ଓ ଦୁନ୍ଦୁଭି ୤ କନ୍ୟାସନ୍ତାନଟିଏ ପାଇବା ପାଇଁ ଦୁହେଁ ଶିବଙ୍କୁ ପ୍ରାର୍ଥନା କରି ସନ୍ତୁଷ୍ଟ କଲେ ୤ ସେତେ ବେଳକୁ ମଧୁରାଙ୍କ ମଣ୍ଡୁକୀ ଜିବନକୁ ବାରବର୍ଷ ପୁରିଥାଏ ୤ଶିବ୤ [[ଶିବ]] ମୟଦାନବଙ୍କୁ ସ୍ବପ୍ନାଦେଶସ୍ଵପ୍ନାଦେଶ ଦେଲେ ତୁମର କନ୍ୟା କୂପ ଭିତରେ ଜନ୍ମ ନେଇସାରିଛି ୤ ପରଦିନ ସକାଳେ ବନସ୍ତ ଭିତରକୁ ଯାଇ [[ଶିବ]] କହିଥିବା କୂପ ଭିତରୁ ସେମାନେ ନବଜାତ କନ୍ୟାରତ୍ନଟିଏ ପାଇ ମନ୍ଦୋଦରୀ ଭାବେ ନାମିତ କରିଥିଲେ ୤
 
==ଆଧାର==
"https://or.wikipedia.org/wiki/ମନ୍ଦୋଦରୀ"ରୁ ଅଣାଯାଇଅଛି