"ଚନ୍ଦନ ଯାତ୍ରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ଛାଞ୍ଚ
୧୫ କ ଧାଡ଼ି:
==ଚନ୍ଦନପ୍ରିୟ ଜଗନ୍ନାଥ==
[[ଶ୍ରୀମନ୍ଦିର]] ମୁକ୍ତିମଣ୍ଡପ ନିକଟରେ ୮ଫୁଟ ପ୍ରସ୍ଥ ଓ ୧୨ଫୁଟ ଦୈର୍ଘ୍ୟ ବିଶିଷ୍ଟ ‘ଚନ୍ଦନ ଘର’ ଅଛି | ସେଠାରେ ପ୍ରତ୍ୟେକ ଦିନ ଶ୍ରୀଜୀଉମାନଙ୍କ ଲାଗି ଚନ୍ଦନ ଘୋରାଯାଇଥାଏ ୤ ଚନ୍ଦନ ଘୋରିବା ପାଇଁ ଚନ୍ଦନ ଘରେ ଥିବା ତିନୋଟି ଶିଳକୁ ଘୋଟୁଆରୀ ସେବକମାନେ ବ୍ୟବହାର କରିଥାନ୍ତି ୤ ସମୁଦାୟ ସାତଜଣ ଘୋଟୁଆରୀ ଚନ୍ଦନ ଘୋରିଥାନ୍ତି ୤ ସାଧାରଣ ଦିନମାନଙ୍କରେ ଘୋଟୁଆରୀ ସେବକମାନେ ପ୍ରାୟ ୪୪୨ଗ୍ରାମ ଓଜନର ଚନ୍ଦନକାଠ ଘୋରିଥାନ୍ତି<ref>[[ରବିବାର]] [[ସମାଜ (ଖବରକାଗଜ)|ସମାଜ]], ତା: ୦୩.୧୨.୨୦୦୬, ପୃଷ୍ଠା:୦୪</ref>, ତେବେ ଚନ୍ଦନ ଯାତ୍ରା ବେଳେ ପ୍ରାୟ ୧କିଲୋ ଓଜନର ଚନ୍ଦନ କାଠ ଘୋରିଥାନ୍ତି୤ ସନ୍ଧ୍ୟାଧୂପର ଅନ୍ନଭୋଗ ଅର୍ପଣ ପରେ ଠାକୁରମାନଙ୍କ ବେଶ ଓହ୍ଲାଇ ଦିଆଯାଇ ତିନିଠାକୁରଙ୍କ ବାହୁ ଓ ସନ୍ନିକଟ ଅଙ୍ଗଦେଶରେ ଚନ୍ଦନ ପ୍ରଲେପ କରାଯାଏ ୤ ସିଂହାରୀ [[ଜଗନ୍ନାଥଙ୍କ ସେବକ|ସେବକ]] ମାନେ ଠାକୁରଙ୍କ ଏହି ସେବା କରିଥାନ୍ତି ୤
 
==ଆହୁରି ଦେଖନ୍ତୁ==
*[[ଜଗନ୍ନାଥ ମନ୍ଦିର|ଶ୍ରୀମନ୍ଦିର]]
*[[ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣୀ]]
*[[ରଥଯାତ୍ରା]]
*[[ଅଣସର]]
*[[ସୁନାବେଶ]]
*[[ନବକଳେବର]]
 
 
==ଆଧାର==
{{ଆଧାର}}
== ବାହାର ଲିଙ୍କ ==
 
{{ଜଗନ୍ନାଥ}}
== ବାହାର ଲିଙ୍କ ==
 
[[ଶ୍ରେଣୀ:ଧର୍ମ]]
[[ଶ୍ରେଣୀ:ହିନ୍ଦୁ ଧର୍ମ]]
[[ଶ୍ରେଣୀ:ଜଗନ୍ନାଥ ଧର୍ମ]]
[[ଶ୍ରେଣୀ:ଜଗନ୍ନାଥ ଧର୍ମର ପର୍ବ]]