"ଚିତାଗଛ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା
ଟିକେ ଆଧାର
୨୭ କ ଧାଡ଼ି:
== ବ୍ୟବହାର ==
ମୁଖ୍ୟତଃ ଏହାର ମୂଳକୁ ଔଷଧରୂପେ ବ୍ୟବହାର କରାଯାଇଥାଏ। କ୍ଷତ, ଧବଳଛଉ, ଯକୃତ ରୋଗରେ ଏହାର ଉପଯୋଗ ହୋଇଥାଏ। ପ୍ରସବ ଯନ୍ତ୍ରଣା ପାଉଥିବା ସ୍ତ୍ରୀର ପୀଡ଼ାକୁ ଲାଘବ କରିବାପାଇଁ କବିରାଜମାନେ ଏହାର ପ୍ରୟୋଗ କରିଥାନ୍ତି। ଏହା [[ତ୍ରିମଦ]], [[ପଞ୍ଚକୋଳ]], [[ପଞ୍ଚୋଷଣ]], [[ଷଡଷଣ]] ଆଦି ଆୟୁର୍ବେଦିକ ଔଷଧରେ ବ୍ୟବହୃତ ଘଟକମାନଙ୍କ ଭିତରୁ ଅନ୍ୟତମ।
== ଆଧାର ==
{{ଆଧାର}}
== ବାହାର ଆଧାର ==
* ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।
"https://or.wikipedia.org/wiki/ଚିତାଗଛ"ରୁ ଅଣାଯାଇଅଛି