"ବରଗଛ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ
୨୫ କ ଧାଡ଼ି:

ବରଗଛ ହେଉଛି ଭାରତର ଜାତୀୟ ଗଛ।<ref name="National Symbols of India">{{cite web | url=http://india.gov.in/knowindia/national_symbols.php/national_symbols.php?id=5 | title=National Tree| publisher= [[Government of India]] Official website| accessdate=2012-01-16}}</ref> ଏହାକୁ ବଟବୃକ୍ଷ ବୋଲି କୁହାଯାଏ। ଏହା ଫଳ ଖାଉଥିବା ପଶୁ ପକ୍ଷୀଙ୍କ ଦ୍ଵାରା ବଂଶ ବିସ୍ତାର କରିଥାଏ । ବଡ଼ ହେଲା ପରେ ଏହାର ଡ଼ାଳରୁ ଓହଳ ବାହାରି ମାଟିରେ ଲାଗିଯାଏ, ଯାହାକୁ ଦେଖି ଚେରର ଭ୍ରମ ସୃଷ୍ଟି ହୁଏ । ଆଗକାଳରେ ପ୍ରତିଟି ଗାଁ ମୁଣ୍ଡରେ ନିଶ୍ଚୟ ଗୋଟିଏ ବରଗଛ ରହୁଥିଲା । [[ରଜ ପର୍ବ]]ରେ ପିଲାଏ ଏଥିରେ ଦୋଳି ଖେଳନ୍ତି । ଗାଁର ଲୋକେ ପୁଣ୍ୟ ହେବ ଭାବି ବରଗଛ ଓ ଓସ୍ତଗଛର ବାହାଘର କରିଥାନ୍ତି ।
==ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ==
== ଅନ୍ୟାନ୍ୟ ଭାଷାରେ ନାମ ==
{| class="wikitable"
ଓଡ଼ିଆରେ ବର, ବଟ

ବଙ୍ଗଳାରେ ବଟ,ବଡ଼ଗଛ

! ପ୍ରାଦେଶିକ [[ଭାଷା]] !! ନାମ
ହିଂଦିରେ ବର୍ଗଟ, ବର ଓ ବଡ,

ତେଲୁଗୁରେ ମରିଚେଟ୍ଟୁ,

| [[ଓଡ଼ିଆ ଭାଷା|ଓଡ଼ିଆ]]|| ବର, ବଟ
ସଂସ୍କୃତରେ ନ୍ୟଗ୍ରୋଥ, ବୃକ୍ଷନାଥ, ବୈଶ୍ରବଣଳୟ, ବହୁପାଦ, ଭାଣ୍ଡୀର, ଯକ୍ଷତରୁ, ସ୍କନ୍ଧରୁହ, ଯକ୍ଷାବାସ, ମହଚ୍ଛାୟା, ଅବରୋହୀ, ଶିପୀରହ, ଧ୍ରୁବ, ଯମପ୍ରିୟ, ରକ୍ତଫଳ, ବୃହତପାଦ ଓ ମହାଦ୍ରୁମ କୁହାଯାଏ।

ସଂସ୍କୃତରେ| [[ସଂସ୍କୃତ ଭାଷା|ସଂସ୍କୃତ]] || ନ୍ୟଗ୍ରୋଥ, ବୃକ୍ଷନାଥ, ବୈଶ୍ରବଣଳୟ, ବହୁପାଦ, ଭାଣ୍ଡୀର, ଯକ୍ଷତରୁ, ସ୍କନ୍ଧରୁହ, ଯକ୍ଷାବାସ, ମହଚ୍ଛାୟା, ଅବରୋହୀ, ଶିପୀରହ, ଧ୍ରୁବ, ଯମପ୍ରିୟ, ରକ୍ତଫଳ, ବୃହତପାଦ ଓ ମହାଦ୍ରୁମ କୁହାଯାଏ।

| [[ତେଲୁଗୁ ଭାଷା|ତେଲୁଗୁ]]|| ମରିଚେଟ୍ଟୁ

| [[ବଙ୍ଗଳା ଭାଷା|ବଙ୍ଗଳା]]|| ବଟ,ବଡ଼ଗଛ

| [[ହିନ୍ଦୀ ଭାଷା|ହିନ୍ଦୀ]]|| ବର୍ଗଟ, ବର ଓ ବଡ

== ଶାସ୍ତ୍ରୋକ୍ତ ଗୁଣ ==
ଏହା କଷାୟରସ, ଶୀତବୀର୍ଯ୍ୟ, ଧାରକ, ଗୁରୁପାକ, ରସାୟନ କାନ୍ତିପ୍ରଦ, ସ୍ତମ୍ଭନ କାରକ, ମେହ, ପ୍ରମେହ, ଉପଦଂଶ, ବୀର୍ଯ୍ୟଦୋଷ, ଧାତୁଦୋଷ, ପିତ୍ତ, କଫ, ଦାହ, ପ୍ରଦର, ଯୋନିରୋଗ, ବ୍ରଣ, କ୍ଷତ, ଘା, କାଖଗୁଲି, ଅତିସାର ଆଦି ରୋଗର ନିବାରକ ଅଟେ।
"https://or.wikipedia.org/wiki/ବରଗଛ"ରୁ ଅଣାଯାଇଅଛି