"ଛଉ ନାଚ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧ କ ଧାଡ଼ି:
'''ଛଉ ନାଚ''' (ଛଉ ନାଟ) ଏକ ଯୁଦ୍ଧଭିତ୍ତିକ ଭାରତୀୟ ନାଟ ଯାହା [[ଓଡ଼ିଶା]]ର [[ମୟୁରଭଞ୍ଜମୟୂରଭଞ୍ଜ ଜିଲ୍ଲା]]ରୁ ଜନ୍ମଲାଭ କରିଛି ।<ref name=bt>[[#Claus|Claus, p. 109]]</ref>
 
==ପ୍ରକାର==
ଏହା ମୁଖ୍ୟତମୁଖ୍ୟତଃ ତିନି ପ୍ରକାରର:
:* ମୟୁରଭଞ୍ଜମୟୂରଭଞ୍ଜ ଛଉ
::ଏହା ମୟୁରଭଞ୍ଜରୁମୟୂରଭଞ୍ଜରୁ ଜନ୍ମଲାଭ କରିଛି । ଏଥିରେ ନାଟ ସାଙ୍ଗରେ [[ତୁରୀ]], [[ମାଦଳ]] ଓ ଅନ୍ୟାନ୍ୟ ବାଦ୍ୟଜନ୍ସ୍ତ୍ରରବାଦ୍ୟଜନ୍ତ୍ରର ବାଦନ କରି ନାଛନାଚ ମାଧ୍ୟମରେ ଯୁଦ୍ଧର ବର୍ଣନାବର୍ଣ୍ଣନା କରାଯାଇଥାଏ ।
:ସଢେଇକଳା*ସଢ଼େଇକଳା ଛଉ
::ଏହା ପୁରାତନ [[ଓଡ଼ିଶା]] ଓ ଏବେକାର [[ଝାଡ଼ଖଣ୍ଡ]]ର ସଧେଇକଳାରେସଢ଼େଇକଳାରେ ଦେଖିବାକୁ ମିଳେ ।
:* ପୁରୁଲିଆ ଛଉ
::ଏହା [[ପଶ୍ଚିମବଙ୍ଗ]]ର ପୁରୁଲିଆ ଠାରେ ଦେଖିବାକୁ ମିଳେ
 
==ଛଉ ଶବ୍ଦର ଜନ୍ମ==
[[ଓଡ଼ିଆ ଭାଷା]]ର ପ୍ରଖ୍ୟାତ ସାହିତ୍ୟିକ ଓ ଗବେଷକ [[ସୀତାକାନ୍ତ ମହାପାତ୍ର]]ଙ୍କ ଅନୁସାରେ "ଛଉ" ଶବ୍ଦ ଓଡ଼ିଆ ଶବ୍ଦ "ଛାଉଣି"ରୁ ଆସିଅଛି ଯାହାର ଅର୍ଥ ସେନାଛାଉଣି ଓ ଏହା ରାଜାରାଜୁଡାରାଜାରାଜୁଡ଼ା ସମୟର ସେନା ମାନଙ୍କ ଯୁଦ୍ଧ କଳାରୁ ଜନ୍ମ ନେଇଛି।<ref name=bt/><ref>{{cite web|url=http://seraikela.nic.in/chhau/chhau_hss.htm#SARAIKELACHHAU|title=The Chhau|publisher=Seraikela-Kharsawan district official website|accessdate=2009-03-15}}</ref>
 
==ଟୀକା==
{{reflistଆଧାର}}
 
==ଦ୍ରଷ୍ଟବ୍ୟ==
୨୧ କ ଧାଡ଼ି:
* {{cite book |title=Land and people of Indian states and union territories |last=Bhatt |first=S. C.|authorlink= |coauthors=Gopal Bhargava |year=2006 |publisher=Gyan Publishing House |isbn=8178353563 |page= |url=http://books.google.co.in/books?id=wfHgzS4etAkC&pg=PA440&dq=Chhau+dance&lr=&cd=11#v=onepage&q=Chhau%20dance&f=false |ref=Go }}
 
==ବାହାର ଲିଙ୍କଆଧାର==
* [http://mayurbhanj.nic.in/ Mauyrbhanj district website with information on Chhau]
* [http://www.boloji.com/dances/00109.htm Chau: The Rare Mask Dances]
୨୭ କ ଧାଡ଼ି:
{{ଓଡ଼ିଶାର ନାଚ}}
 
[[ବିଭାଗଶ୍ରେଣୀ:ନୃତ୍ୟ]]
[[ବିଭାଗଶ୍ରେଣୀ:ନାଚ]]
[[ବିଭାଗଶ୍ରେଣୀ:ଓଡ଼ିଶାର ନାଟ ଓ ସଙ୍ଗୀତ]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
[[bn:ছৌ নাচ]]
[[en:Chhau dance]]
"https://or.wikipedia.org/wiki/ଛଉ_ନାଚ"ରୁ ଅଣାଯାଇଅଛି