୨୫,୦୪୦
ଗୋଟି ସମ୍ପାଦନା
ଟିକେ (added Category:ଅପ୍ରେଲ ମାସର ପାଳିତ ଦିବସ using HotCat) |
|||
ପ୍ରତିବର୍ଷ ଏପ୍ରିଲ ୨୨ ତାରିଖକୁ ପୃଥିବୀ ଦିବସ ବା ଆର୍ଥ ଡେ ଭାବେ ପାଳନ କରାଯାଇଥାଏ. ୧୯୭୦ ମସିହାରେ ପ୍ରଥମେ ଆର୍ଥ ଡେ ପାଳନ କରାଯାଇଥିଲା. ପରିବେଶବିତ୍ ତଥା ଆମେରିକାର ସିନେଟର ଗେଲର୍ଡ ନେଲସନ ପ୍ରଥମେ ଏହି ଦିବସ ପାଳନ କରିଥିଲେ. ପରେ ୧୯୯୦ ମସିହାରେ ପୃଥିବୀର ୧୪୧ଟି ଦେଶରେ ଏହି ଦିବସ ପାଳନ ହୋଇଥିଲା. ବର୍ତ୍ତମାନ ବିଶ୍ବର ୧୭୫ଟି ଦେଶରେ ଆର୍ଥ ଡେ ପାଳିତ ହେଉଛି.
[[ଶ୍ରେଣୀ:ଅପ୍ରେଲ ମାସର ପାଳିତ ଦିବସ]]
|