"ବୈଶାଖ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି:
{{Main|ମାସ}}
 
==ବୈଶାଖ==
* ବିଶାଖା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ 'ବୈଶାଖ' ମାସ କୁହାଯାଏ |
* ବୈଶାଖ ଶାଳିବାହନ ଶକାବ୍ଦର ପ୍ରଥମ ମାସ ୤
* ବୈଶାଖ ହିନ୍ଦୁମାନଙ୍କର ପ୍ରଥମ ଚାନ୍ଦ୍ରମାନ ମାସ ୤
* ଏ ମାସ [[ପଣା ସଙ୍କ୍ରାନ୍ତି]]ଠାରୁ ଆରମ୍ଭ ହୁଏ; ଏହାର ପୂର୍ବବର୍ତ୍ତୀ ମାସ [[ଚୈତ୍ର]] ଓ ପରବର୍ତ୍ତୀ ମାସ [[ଜ୍ୟୈଷ୍ଠ]] ୤
* ଏହି ମାସ ଓ ଏହାର ପରବର୍ତ୍ତୀ ମାସ ଗ୍ରୀଷ୍ମ ଋତୁ ୤
* ହିନ୍ଦୁମାନଙ୍କର ଏହା ଏକ ଧର୍ମ ମାସ |
==ଆଧାର==
{{ଆଧାର}}
 
{{ମାସ}}
 
"https://or.wikipedia.org/wiki/ବୈଶାଖ"ରୁ ଅଣାଯାଇଅଛି