"ମହେନ୍ଦ୍ର କପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ + ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା
ଟିକେNo edit summary
୧ କ ଧାଡ଼ି:
{{Infobox musical artist <!-- See Wikipedia:WikiProject_Musicians -->
| name = '''Mahendra Kapoor'''
| image = Mahendra Kapoor.jpg
| caption = Mahendra Kapoor
| image_size =
| background = solo_singer
| birth_name =
| alias =
| birth_date = {{Birth date|mf=yes|1934|1|9}}
| origin = [[ଅମୃତସର]], [[ଭାରତ]]
| death_date = ୨୦୦୮ ସେପ୍ଟେମ୍ବର ୨୭ <!--{{Death date|mf=yes|2008|9|27}}-->
| instrument = Vocalist
| genre = କଣ୍ଠଶିଳ୍ପୀ
| occupation = କଣ୍ଠଶିଳ୍ପୀ
| years_active = ୧୯୫୬-୧୯୯୯
| website =
}}
ମହେନ୍ଦ୍ର କପୁର ୧୯୩୪ ମସିହା ଜାନୁଆରୀ ୯ତାରିଖରେ [[ପଞ୍ଜାବ]]ର [[ଅମୃତସର]] ଠାରେ ଜନ୍ମଗ୍ରହଣ କରିଥିଲେ୤ ବାଲ୍ୟ କାଳରୁ [[ମୁମ୍ବାଇ]]ରେ ରହୁଥିବା ମହେନ୍ଦ୍ର ସର୍ବଭରତୀୟ ଯୁବପ୍ରତିଭା ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ ୤ ଏହାପରେ କଥାଚିତ୍ର ନିର୍ମାତା ରାଜା ନାୱାଠେ ତାଙ୍କ ସୋହନୀ ମହିୱାଲ (୧୯୫୮) କଥାଚିତ୍ରରେ ମହେନ୍ଦ୍ରଙ୍କୁ ଗାଇବାକୁ ସୁଯୋଗ ଦେଇଥିଲେ ୤ ଏହା ପରେ ସେ ନବରଙ୍ଗ କଥାଚିତ୍ରର ଆଧା ହେ ଚନ୍ଦ୍ରମା ରାତ ଆଧି, ବାତ ଆଧି, ମୁଲାକାତ ଆଧି, ଗୀତଟି ରାମଚନ୍ଦ୍ର ଚିତାଲକର ନିର୍ଦ୍ଦେଶନାରେ ଗାଇ ବଲିଉଡ଼ର ଆଗଧାଡ଼ିର ପ୍ରଚ୍ଛଦପଟ୍ଟ ଗାୟକଙ୍କ ତାଲିକାରେ ସାମିଲ ହୋଇଥିଲେ ୤ ଅଭିନେତା ମନୋଜ କୁମାରଙ୍କ ଅଭିନୀତ ଉପକାର (୧୯୬୮) କଥାଚିତ୍ରର ମେରେ ଦେଶ କୀ ଧରତୀ ଗୀତଟି ମହେନ୍ଦ୍ରଙ୍କ ପାଇଁ ବିପୁଳ ସଫଳତା ଆଣି ଦେଇଥିଲା ୤ ଏହି ଗୀତ ପାଇଁ ମହେନ୍ଦ୍ରଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ୤ ସେ ବହୁ ଲୋକପ୍ରିୟ ଦେଶଭକ୍ତି ଗୀତ ଗାଇଛନ୍ତି ୤ ସେ କେବଳ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ସିମୀତ ନ ରହି ବିଭିନ୍ନ ଭାରତୀୟ ଭାଷାର ଗୀତରେ ମଧ୍ୟ କଣ୍ଠଦାନ କରି ନିଜ ବହୁମୁଖୀ ପ୍ରତିଭାର ପରିଚୟ ଦେଇଥିଲେ ୤
[[ମହାରାଷ୍ଟ୍ର]] ସରକାର ତାଙ୍କୁ ଲତା ମଙ୍ଗେସକର ପୁରସ୍କରରେ ସମ୍ମାନିତ କରିଥିବା ବେଳେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କରରେ ସମ୍ମାନୀତ କରିଛନ୍ତି ୤
Line ୧୪ ⟶ ୩୧:
==ଆଧାର==
{{ଆଧାର}}
 
{{Persondata <!-- Metadata: see [[Wikipedia:Persondata]]. -->
| NAME = Kapoor, Mahendra
| ALTERNATIVE NAMES =
| SHORT DESCRIPTION =
| DATE OF BIRTH = January 9, 1934
| PLACE OF BIRTH =
| DATE OF DEATH = September 27, 2008
| PLACE OF DEATH =
}}
{{DEFAULTSORT:Kapoor, Mahendra}}
 
[[ଶ୍ରେଣୀ:୧୯୩୪ ଜନ୍ମ]]