"ବରଗଡ଼ ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.1) (Robot: Adding es:Distrito de Bargarh
ଟିକେNo edit summary
୫୩ କ ଧାଡ଼ି:
| registration_plate = OR-17
|blank_name_sec1 = ଜିଲ୍ଲାପାଳ
|blank_info_sec1= ଭାଗିରଥୀଭାବଗ୍ରାହୀ ମିଶ୍ର <ref>[http://bargarh.nic.in/DM.htm Incumbency Chart of Collectors]</ref>
| website = {{official|bargarh.nic.in}}
}}
୮୧ କ ଧାଡ଼ି:
** ଗ୍ରାମାଞ୍ଚଳ: ୧,୪୦,୬୪୮
** ସହରାଞ୍ଚଳ: ୧୫,୫୩୭
* ପଢୁଆସାକ୍ଷରତା ହାର: ୭୫.୧୬%
** ପୁରୁଷ: ୮୪.୨୮%
** ମହିଳା: ୬୫.୮୪%
 
ଏହି ଜିଲାଟିଜିଲ୍ଲାଟି ଅବିଭକ୍ତ [[ସମ୍ବଲପୁର ଜିଲା|ସମ୍ବଲପୁର]]ରୁ ବିଭକ୍ତ ହୋଇ ତିଆରି ହୋଇଅଛି । [[ମହାନଦୀ]] ଉପରେ ତିଆରି [[ହୀରାକୁଦ]] ବନ୍ଧରୁ ଜଳସେଚନ ଯୋଗୁଁ ଏହି ଜିଲାରଜିଲ୍ଲାର ଉତ୍ତର ଅଧା [[ଧାନ]] ଓ ଅନ୍ୟାନ୍ୟ ଶସ୍ୟ ଚାଷରେ କୃଷିବହୁଳ ।<ref>http://www.navratnanews.com/ ନବରତ୍ନ ଟେଲିଭିଜନ୍</ref>
 
ବରଗଡ଼ ଜିଲାର ଦୁଇଟି ସଦର-ମହକୁମା, [[ବରଗଡ଼]] ଓ ପଦମପୁର ଓ ୧୨ ଟି ପଞ୍ଚାୟତ ସମିତି (ବ୍ଲକ) ଅଛି । ସେଗୁଡିକ ହେଲା [[ବରଗଡ଼]], ବରପାଲି, ଅତାବିରା, ଭେଡେନ, ସୋହେଲା, ବିଜେପୁର, ପଦମପୁର୍, ଗାଇସିଲେଟ, ପାଈକମାଲ, ଝାରବନ୍ଧ, ଆମ୍ବାଭୋନା ଏବଂ ଭଟଲି ।
 
ଏହି ଜିଲ୍ଲାର ଦର୍ଶନୀୟ ସ୍ଥାନ ମାନଙ୍କ ମଧ୍ୟରେ ନୃସିଂହନାଥ ଅନ୍ୟତମ । ଏଠାରେ ତୟୋଦଶ ଶତାବ୍ଦୀ ରେ ନିର୍ମିତ ଏକ ବୈଷ୍ନବବୈଷ୍ଣବ ମନ୍ଦିର ରହିଛି ଯେଉଁଠାରେ ଭଗବାନ ନୃସିଂହ ବିରାଡିବିରାଡ଼ି ବା ମାର୍ଜାର ରୂପେ ପୁଜା ପାଇଥାନ୍ତି ।
<ref>http://www.eodisha.com/nrusinghnath-temple-bargarh-in-orissa/ ଇ-ଓଡିଶା ଵେବ୍ ସାଇଟ୍</ref>
 
୯୫ କ ଧାଡ଼ି:
{{ଆଧାର}}
 
== ବାହାର ଲିଙ୍କଆଧାର ==
* [http://bargarh.nic.in/ ସରକାରୀ ଗୃହ ପୃଷ୍ଠା ]
* [http://www.navratnanews.com/ ନବରତ୍ନନିଉଜ୍ ଡଟ୍ କମ୍ ]
 
<!--{{coord|21.3425|N|83.6239|E|source:kolossus-dewiki|display=title}}-->
 
 
{{Districts of Odisha}}
{{ଓଡ଼ିଶା}}
{{Odisha}}
{{DEFAULTSORT:Bargarh District}}
 
[[ବିଭାଗଶ୍ରେଣୀ:ଓଡ଼ିଶାର ଜିଲା]]
[[ବିଭାଗଶ୍ରେଣୀ:ଜିଲା]]
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
 
[[de:Bargarh (Distrikt)]]
[[en:Bargarh district]]