"ବିଶ୍ୱନାଥ କର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ତିଆରି ଚାଲିଛି}} {{Infobox person | name = | image = | alt = | caption ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଟିକେNo edit summary
୧ କ ଧାଡ଼ି:
{{ତିଆରି ଚାଲିଛି}}
{{Infobox person
| name = ବାଗ୍ମୀ ବିଶ୍ଵନାଥ କର
| image =
| alt =
Line ୧୨ ⟶ ୧୧:
| other_names = ବାଗ୍ମୀ ବିଶ୍ଵନାଥ କର
| known_for =
|notable works= ବିବିଧା ପ୍ରବନ୍ଧ
| occupation = ସାହିତ୍ୟିକ, ସୁବକ୍ତା, ପ୍ରାବନ୍ଧିକ ଓ ସମାଜ ସଂସ୍କାରକ
}}
 
ବାଗ୍ମୀ ବିଶ୍ଵନାଥ କର ୧୮୬୪ମସିହା ଡିସେମ୍ବର ୨୪ ତାରିଖ ଦିନ ନେମାଳ ନିକଟସ୍ଥ ମୂଳବସନ୍ତ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ୤ ସେ ଏକାଧାରରେ ଜଣେ ସାହିତ୍ୟିକ, ସୁବକ୍ତା, ପ୍ରାବନ୍ଧିକ ଓ ସମାଜ ସଂସ୍କାରକ ଥିଲେ ୤ ସେ 'ଉତ୍କଳ ସାହିତ୍ୟ' ପତ୍ରିକାର ସମ୍ପାଦକ ଥିଲେ । ୧୮୯୬ମସିହାରେ ସେ ବିବିଧ'ବିବିଧା ପ୍ରବନ୍ଧ' ପୁସ୍ତକ ରଚନା କରିଥିଲେକରିଥିଲେ୤ 'ବିବିଧା ପ୍ରବନ୍ଧ' ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ଯାବତୀୟ ବିଷୟରେ ବିଭିନ୍ନ ସମୟରେ ରଚିତ ଓ 'ଉତ୍କଳ ସାହିତ୍ୟ' ପତ୍ରିକାରେ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।<ref>ଓଡ଼ିଆ ସାହିତ୍ୟର ୧୯୩୪ସଂକ୍ଷିପ୍ତ ମସିହାରେପରିଚୟ, ତାଙ୍କରଡ. ଦେହାନ୍ତବୃନ୍ଦାବନଚନ୍ଦ୍ର ହୋଇଥିଲାଆଚାର୍ଯ୍ୟ, ପୃଷ୍ଠା:୨୧୨</ref>
୧୯୩୪ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା ୤
 
==ଟୀକା==
{{ଆଧାର}}
 
==ବାହାର ଆଧାର==
 
{{ଓଡ଼ିଆ ସାହିତ୍ୟ}}
[[ଶ୍ରେଣୀ:ଓଡ଼ିଆ ସାହିତ୍ୟ]]
[[ଶ୍ରେଣୀ:ଓଡ଼ିଶାର ଲୋକ]]
[[ଶ୍ରେଣୀ:୧୮୬୪ଜନ୍ମ]]