"ତିଥି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ + ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା
ଟିକେNo edit summary
୧୫ କ ଧାଡ଼ି:
 
===କ୍ଷୟା ତିଥି===
ପୃଥିବୀ ୨୪ ଘଣ୍ଟାରେ ଥରେ ସୂର୍ଯ୍ୟ ଚାରିପଟେ ବୁଲିଆସେ ୤ ଚନ୍ଦ୍ର ଥରେ ପୃଥିବୀକୁ ବୁଲିବାକୁ ୨୩ଘଣ୍ଟା ୩୬ ମିନଟ ଲାଗେ ୤ ୧ ସୌରମାସ = ୩୦ ସାବନ ଦିନ ଓ ୧ ଚାନ୍ଦ୍ର ମାସ = ୩୦ ତିଥି = ୨୯.୫୧୨ ଦିନ ବା ସୌର ଦିବସ ୤ ସୌରମାସ ଠାରୁ ଚାନ୍ଦ୍ର ମାସ ୧୧ଘଣ୍ଟା ୧୩ ମିନଟ୍ କମ୍ ୤ ଚାନ୍ଦ୍ରତିଥି ଓ ସୌର ଦିନ ମଧ୍ୟରେ ଥିବା ଏହି ପାର୍ଥ୍ୟକ୍ୟକୁ ମିଳାଇବା ପାଇଁ ୬୨ଦିନ ଅନ୍ତରରେ ଗୋଟିଏ କ୍ଷୟାତିଥି ଗଣନା କରାଯାଏ, ଅର୍ଥାତ୍ ଗୋଟିଏ ତିଥି ଗଣନା ନ କରି ଛାଡ଼ି ଦିଆଯାଏ ୤ ଏହି ଗଣନା କରା ନ ଯିବା ତିଥିକୁ କ୍ଷୟା ତିଥି ବା କ୍ଷୟାହ କୁହାଯାଏ ୤ ଆଜି [[ଦ୍ବିତୀୟାଦ୍ଵିତୀୟା]] ହେଲେ, ଆସନ୍ତା କାଲି ଦିନ ହିସାବରେ [[ତୃତୀୟା]] ତିଥି ହୁଅନ୍ତା; କିନ୍ତୁ [[ତୃତୀୟା]]କୁ କ୍ଷୟାତିଥି କଲେ ଆସନା କାଲି [[ତୃତୀୟା]] ନହୋଇ [[ଚତୁର୍ଥୀ]] ହେବ ୤ ପ୍ରତି ୬୨ଦିନରେ ଗୋଟିଏ ତିଥି ଗଣା ନ ଯାଇ ଛଡ଼ାଯିବାରୁ ତିଥିସଂଖ୍ୟା ଓ ଦିନ ସଂଖ୍ୟା ମଧ୍ୟରେ ସମତା ରକ୍ଷା ହୁଏ ୤
 
===ପୌରାଣିକ ମତେ ତିଥି===
୩୭ କ ଧାଡ଼ି:
# ପୂର୍ଣ୍ଣା- ପ୍ରଜାପତି
# ପୂର୍ଣ୍ଣାମୃତା- ଜଳ ଓ ଓଷଧିଗଣ ୤
:(ଚନ୍ଦ୍ରମଣ୍ଡଳରେ ଷୋଳଟି କଳା ମଧ୍ୟରୁ, ‘ଅମା’ କଳାଟି ‘ମହାକଳା’ ନାମରେ ଅଭିହିତ ୤ ମାଳାର ସୂତ୍ରପରି ଏହି କଳାଟି ଅନ୍ୟ ସକଳ କଳାରେ ବିଦ୍ଧ ୤ ଏହା ନିତ୍ୟ, ଅର୍ଥାତ ଏହାର କ୍ଷୟ ବୃଦ୍ଧି ନାହିଁ ୤ ଏହି କଳାକୁ ଅପର ସମଗ୍ର କଳା ଆଶ୍ରୟ କରିଥାଏ ୤ [[ଅମାବାସ୍ୟା|ଅମାବସୀ]] ଦିନ କେବଳ ଏହି ‘ଅମା’ କଳାଟି ଚନ୍ଦ୍ରଙ୍କଠାଋଏ ଥାଏ ୤)
 
==ପକ୍ଷ==
===କୃଷ୍ଣପକ୍ଷ===
[[ପୂର୍ଣ୍ଣିମା|ପୂଣ୍ଣମୀ]]ର ପରଦିନ କୃଷ୍ଣପକ୍ଷର ଆରମ୍ଭ ହୁଏ ୤ କୃଷ୍ଣପକ୍ଷର ପ୍ରଥମ ତିଥି [[ପ୍ରତିପଦ]], ତତ୍ବରେ ଯଥାକ୍ରମେ [[ଦ୍ବିତୀୟାଦ୍ଵିତୀୟା]], [[ତୃତୀୟା]], [[ଚତୁର୍ଥୀ]], [[ପଞ୍ଚମୀ]], [[ଷଷ୍ଠୀ]], [[ସପ୍ତମୀ]], [[ଅଷ୍ଟମୀ]], [[ନବମୀ]], [[ଦଶମୀ]], [[ଏକାଦଶୀ]], [[ଦ୍ବାଦଶୀଦ୍ଵାଦଶୀ]], [[ତ୍ରୟୋଦଶୀ]], [[ଚତୁର୍ଦ୍ଦଶୀ]] ଓ [[ଅମାବାସ୍ୟା]] ଏପରି ୧୫ ତିଥିରେ କୃଷ୍ଣପକ୍ଷ ଅମାବାସ୍ୟା ଦିନ ଶେଷ ହୁଏ ୤
===ଶୁକ୍ଳପକ୍ଷ===
[[ଅମାବାସ୍ୟା]]ର ପରଦିନ ଶୁକ୍ଳପକ୍ଷ ଆରମ୍ଭ ହୁଏ – ଶୁକ୍ଳପକ୍ଷର ପ୍ରଥମ ତିଥି [[ପ୍ରତିପଦ]], ତତ୍ବରେ ଯଥାକ୍ରମେ [[ଦ୍ବିତୀୟାଦ୍ଵିତୀୟା]], [[ତୃତୀୟା]], [[ଚତୁର୍ଥୀ]], [[ପଞ୍ଚମୀ]], [[ଷଷ୍ଠୀ]], [[ସପ୍ତମୀ]], [[ଅଷ୍ଟମୀ]], [[ନବମୀ]], [[ଦଶମୀ]], [[ଏକାଦଶୀ]], [[ଦ୍ବାଦଶୀଦ୍ଵାଦଶୀ]], [[ତ୍ରୟୋଦଶୀ]], [[ଚତୁର୍ଦ୍ଦଶୀ]] ଆଦି ୧୫ ତିଥିରେ ଶୁକ୍ଳପକ୍ଷ [[ପୂର୍ଣ୍ଣିମା|ପୂର୍ଣ୍ଣମୀ]] ଦିନ ଶେଷ ହୁଏ ୤
===ଅପରପକ୍ଷ===
[[ହିନ୍ଦୁ ଧର୍ମ]] ପରମ୍ପରା ଅନୁଯାୟୀ [[ଆଶ୍ୱିନ]] [[ମାସ]] କୃଷ୍ଣପକ୍ଷ [[ପ୍ରତିପଦ]] ଠାରୁ [[ଅମାବାସ୍ୟା]] ପଯ୍ୟନ୍ତ 'ଅପରପକ୍ଷ' ବା 'ପିତୃପକ୍ଷ' ପାଳନ କରାଯାଏ |
 
 
 
{{ପକ୍ଷ}}
Line ୫୩ ⟶ ୫୨:
[[ଶ୍ରେଣୀ:ହିନ୍ଦୁ ଧର୍ମ]]
[[ଶ୍ରେଣୀ:ଜ୍ୟୋତିଷୀ]]
 
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
[[de:Tithi]]
"https://or.wikipedia.org/wiki/ତିଥି"ରୁ ଅଣାଯାଇଅଛି