"ବାୟୁ (ଦେବତା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନୂତନ: ବାୟୁ
 
ଟିକେNo edit summary
୧ କ ଧାଡ଼ି:
{{ତିଆରି ଚାଲିଛି}}
 
==ପୌରାଣିକ ମତେ==
କାଶ୍ୟପପତ୍ନୀ ଅଦିତି ପବନଙ୍କୁ ଗର୍ଭରେ ଧାରଣ କରିଥିବା ଅବସ୍ଥାରେ ଅଦିତିଙ୍କ ସପତ୍ନୀ ଦିତିଙ୍କ ପ୍ରରୋଚନାରେ ଦିତିପୁତ୍ର ଇନ୍ଦ୍ର ଅଦିତିଙ୍କ ଗର୍ଭ ମଧ୍ୟରେ ପ୍ରବେଶ କରି ଭୃଣକୁ ସାତଖଣ୍ଡ କରି କାଟି ପକାଇଲେ ୤ କଟା ଖଣ୍ଡ ଗୁଡ଼ିକ ଜିଇଁଥିବା ଦେଖି ପୁଣି ପ୍ରତ୍ୟେକ ଖଣ୍ଡକୁ ସାତ ସାତ ଖଣ୍ଡ କରି କଟିଲେ; ତଥାପି ସେ ଅଣଚାସ ଖଣ୍ଡର ପ୍ରାଣ ଗଲା ନାହିଁ ୤ ଇନ୍ଦ୍ର ଭୃଣହତ୍ୟା କରି ନ ପାରି ଫେରିଲେ ଓ ଯଥାକାଳରେ ଅଦିତିଙ୍କ ଗର୍ଭରୁ ପବନ ୯ଟି ରୂପ ଧାରଣ କରି ଜନ୍ମିଲେ ୤ ଲୋକବିଶ୍ୱାସ ମତେ, ମୃତ୍ୟୁକାଳରେ ପବନଙ୍କର ଏହି ଅଣଚାଶ ମୂର୍ତ୍ତି ମନୁଷ୍ୟର ପିଣ୍ଡରୁ ବାହାରି ଯାଏ ଓ ସେହି ହେତୁ ମଣିଷ ହାଁପି ହୁଏ ୤