୨୫,୭୪୨
ଗୋଟି ସମ୍ପାଦନା
Nayansatya (ଆଲୋଚନା | ଅବଦାନ) |
ଟିକେNo edit summary |
||
==ଅମାବାସ୍ୟା==
କୃଷ୍ଣପକ୍ଷର ଶେଷ ଦିନ (ପଞ୍ଚଦଶୀ ତିଥି) କୁ ଅମାବାସ୍ୟା କୁହାଯାଏ ଅମାବାସ୍ୟା ପରଦିନଠାରୁ ଶୁକ୍ଳପକ୍ଷ ଆରମ୍ଭ ହୁଏ |
* [[ବୈଶାଖ]] ଅମବାସ୍ୟା:ରୁକ୍ମିଣୀ ଅମାବାସ୍ୟା
*
* [[ଆଷାଢ଼]] ଅମାବାସ୍ୟା: ବିଜୟ(ଉଭା) ଅମାବାସ୍ୟା
* [[ଶ୍ରାବଣ]] ଅମାବାସ୍ୟା: ଚିତାଲାଗି (ଚିତଉ) ଅମାବାସ୍ୟା
* [[ଭାଦ୍ରବ]] ଅମାବାସ୍ୟା: ସପ୍ତପୁରୀ (ସାତପୁରୀ) ଅମାବାସ୍ୟା
*
* [[କାର୍ତ୍ତିକ]] ଅମାବାସ୍ୟା: ପ୍ରଦୀପ (ପୟା) ଅମାବାସ୍ୟା
:ଏ ଦିନ ସନ୍ଧ୍ୟା ପରେ ପିଣ୍ଡବର୍ଜିତ ମହାଳୟା ଶ୍ରାଦ୍ଧ କରାଯାଏ ଓ ପିତୃଲୋକଙ୍କୁ ପୂପ ଦୀପ ଅର୍ଥାତ ପିଠା ଉପରେ ଦୀପ ପୋତି ଦାନ କରାଯାଏ ଓ ବଡ଼ ବଡୁଆଙ୍କୁ ନିଆଁ ହୁଳା ଦେଖାଇ ଡକାଯାଏ –“ବଡ଼ ବଡ଼ୁଆଏ ହେ ଅନ୍ଧାରରେ ଆସ, ଆଲୁଅରେ ଯାଅ, ବାଇଶି ପାହାଚରେ ଗଡ଼ଗଡ଼ାଉଥାଅ ”
* ମାର୍ଗଶିର ଅମାବାସ୍ୟା: ମହୋଦଧି ଅମାବାସ୍ୟା
* ପୌଷ ଅମାବାସ୍ୟା: ବଉଳ (ବକୁଳ) ଅମାବାସ୍ୟା : ବରାହ ଜନ୍ମ
* [[ମାଘ]] ଅମାବାସ୍ୟା: ତ୍ରିବେଣୀ(ବିରଜା,ମୌନୀ) ଅମାବାସ୍ୟା
* ଫାଲ୍ଗୁନ ଅମାବାସ୍ୟା: ଉଜ୍ଜାଗରଣ (ଜାଗର) ଅମାବାସ୍ୟା
* [[ଚୈତ୍ର]] ଅମାବାସ୍ୟା: ନିମକୋଳି(ମଧୁ) ଅମାବାସ୍ୟା
{{ପକ୍ଷ}}
[[
[[
[[en:Amavasya]]
[[es:Amavasha]]
[[pl:Amawasja]]
[[ru:Амавасья]]
[[te:అమావాస్య]]
|