"କଳାବୁଦା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
No edit summary |
ଟିକେNo edit summary |
||
୧ କ ଧାଡ଼ି:
[[File:Gyan's. (87).jpg|thumb|Add caption here]]▼
{{Infobox settlement
<!-- See Template:Infobox settlement for additional fields and descriptions -->
Line ୪୨ ⟶ ୪୧:
| website =
}}
'''କଳାବୁଦା(Kalabuda)''' [[ଓଡ଼ିଶା]]ର [[କେନ୍ଦ୍ରାପଡ଼ା ଜିଲ୍ଲା]]ର [[ଗରଦପୁର]]
==
ଏହି ଗ୍ରାମଟି [[କଟକ]]ସହରଠାରୁ ପ୍ରାୟ ୬୫କି.ମି. ଦୂରରେ ଏବଂ [[
=='''କିମ୍ବଦନ୍ତୀ'''==
ଗ୍ରାମରେ ପୂର୍ବ କାଳରେ ବହୁତ
==
ଗାଁର ପୂର୍ବ ଦିଗରେ ଏକ [[ଶିବ]] ମନ୍ଦିର ଅଛି ଯାହା କି ଗ୍ରାମର ଏକ ମୁଖ୍ୟ ମନ୍ଦିର ଏବଂ ଆରାଧନା ସ୍ଥଳ । ଏହା ବ୍ୟତିତ
==
ଏହି ଗ୍ରାମରେ ପ୍ରାୟତଃ ସବୁ ପର୍ବ ପର୍ବାଣି ପାଳନ କରାଯାଏ । ଦଶହରା, ବାରୁଣୀ ମେଳା ଓ ଶନିମେଳା ମୁଖ୍ୟ ପର୍ବ । ଏହି ପର୍ବ ଗୁଡିକରେ ଗାଁକୁ ବହୁ ଦୂରରୁ ଲୋକମାନେ ଆସନ୍ତି ଏବଂ ଗ୍ରାମର ଲୋକମାନଙ୍କ ସହ
==
ଗ୍ରାମର ଅଧିକାଂଶ ଲୋକେ ସରକାରୀ ଚାକିରିଆ । ପୂର୍ବ ଅପେକ୍ଷା ଏବେ ଚାଷ ଉପରେ ନିର୍ଭର କରୁଥିବା ଲୋକମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗୁଛି
==
ଏହି ଗ୍ରାମ ରେ ପ୍ରାଥମିକ, ମାଧ୍ୟମିକ ସହ ଉଚ୍ଚମାଧ୍ୟମିକ ଶିକ୍ଷା ପାଇଁ ବ୍ୟବସ୍ଥା ଅଛି । ଚିକିତ୍ସାଳୟ, ଡାକ ଓ ତାର ର ମଧ୍ୟ ସୁବିଧା ଅଛି । ଗ୍ରାମର ଯୁବକ ସଂଘ ଅଛି । ଗ୍ରାମରେ ପକ୍କା ରାସ୍ତା ଅଛି
==
*ଚକ୍ରଧର ଶତପଥୀ (ପୂର୍ବତନ ବିଧାୟକ, ପାଟକୁରା)
*ଅର୍ଜୁନ ଚରଣ ବେହେରା (ଗାୟକ)
==ଆଧାର==
{{ଆଧାର}}
==ବାହାର ଆଧାର==
{{ଓଡ଼ିଶା}}
[[ଶ୍ରେଣୀ:ଓଡ଼ିଶାର ଗାଆଁ ଓ ସହର]]
[[ଶ୍ରେଣୀ:କେନ୍ଦ୍ରାପଡ଼ା ଜିଲ୍ଲା]]
|