୬୮୦
ଗୋଟି ସମ୍ପାଦନା
(ନୂତନ: ଡାଳିକିଆ ବେଶ) |
ଟିକେ |
||
{{About|ଡାଳିକିଆ ବେଶ ବା ଲକ୍ଷ୍ମୀନୃସିଂହ ବେଶ||ଜଗନ୍ନାଥଙ୍କ ବେଶ}}
[[ପଞ୍ଚକ]]ର ଚତୁର୍ଥ ଦିବସ ଅର୍ଥାତ [[କାର୍ତ୍ତିକ]][[ମାସ]] ଶୁକ୍ଳପକ୍ଷ ବୈକୁଣ୍ଠ [[ଚତୁର୍ଦ୍ଦଶୀ]] [[ତିଥି]] ଦିନ [[ଶ୍ରୀମନ୍ଦିର]]ରେ ଶ୍ରୀବିଗ୍ରହମାନଙ୍କୁ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶ ରେ ସଜ୍ଜିତ କରାଯାଇଥାଏ
==ବେଶ==
ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ [[ଜଗନ୍ନାଥଙ୍କ ସେବକ|ସେବାୟତ]] ମାନେ ରତ୍ନଭାଣ୍ଡାରରୁ ଆଣିଥିବା ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ଦିଅଁ ମାନଙ୍କୁ ସଜାଇଥାନ୍ତି ସୋଲ ଓ ଜରିରେ ଡାଳି କରାଯାଇ ସେଥିରେ ପର୍ଯ୍ୟାପ୍ତ ସଂଖ୍ୟକ ରଙ୍ଗବେରଙ୍ଗର ଫୁଲ ସବୁକୁ ଶ୍ରୀମସ୍ତକରେ ଲଗାଯାଏ ଏହି ଡାଳ ମଝି ମଝିରେ ଠିଆପାଖୁଡ଼ା ଆକୃତିର ସ୍ୱର୍ଣ୍ଣକିଆ ଖଞ୍ଜାଯାଇଥାଏ ଗୋପାଳ ବଲ୍ଲଭ, ବାଳଭୋଗ ଓ ସକାଳଧୁପ ଶେଷହେବା ପର୍ଯ୍ୟନ୍ତ ଏହି ବେଶ ରହିଥାଏ <ref>[[ସମାଜ (ଖବରକାଗଜ)|ସମାଜ]], ୧୦ନଭେମ୍ବର୨୦୧୧, ପୃଷ୍ଠା-୩</ref>
==ଆହୁରି ଦେଖନ୍ତୁ==
|
ଗୋଟି ସମ୍ପାଦନା