"କଟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧୦୧ କ ଧାଡ଼ି:
ସଡକପଥରେ କଟକ, [[କଲିକତା|କୋଲକାତା]] ଓ ଚେନ୍ନାଇକୁ ସଂଯୋଗ କରୁଥିବା ୫ ନଂ ଜାତୀୟ ରାଜପଥ ସହ ଉତ୍ତମ ଭାବେ ସଂଯୁକ୍ତ. ରାଜ୍ୟର ପମୁଖ ବାଣିଜ୍ୟିକ କେନ୍ଦ୍ର ହୋ‍ଇଥିବାରୁ ଏହା ମଧ୍ୟ ରେଳପଥ ଦ୍ୱାରା ଉତ୍ତମ ରୂପେ ସଂଯୁକ୍ତ । ଓଡ଼ିଶାର ଅନ୍ୟ ଅଞ୍ଚଳ ପରି ଏହା ମଧ୍ୟ ରେଳବାଇର ପୂର୍ବତଟ ରେଳବାଇ ଅନ୍ତର୍ଗତ । [[ଓଡ଼ିଶା]]ର ଏକମାତ୍ର କାର୍ଯ୍ୟକ୍ଷମ ସିଭିଲ୍ ବିମାନବନ୍ଦର, [[ବିଜୁ ପଟ୍ଟନାୟକ ବିମାନ ବନ୍ଦର]], କଟକଠାରୁ ମାତ୍ର ୨୮ କି.ମି. ଦୂରରେ ଅବସ୍ଥିତ. ବସ୍ ଯୋଗଯୋଗ ହିସାବରେ କଟକର ବାଦାମବାଡ଼ି ବସ ଟର୍ମିନସ୍ [[ଓଡ଼ିଶା]]ରେ ସର୍ବବୃହତ୍ । ପ୍ରତିଦିନ ଏଠାରୁ ଶହଶହ ବସ [[ଓଡ଼ିଶା]]ର ବିଭିନ୍ନ ଅଞ୍ଚଳକୁ ଯାତାୟାତ କରେ । ଦୂରବର୍ତ୍ତୀ ଅଗମ୍ୟ ସ୍ଥାନମାନଙ୍କ ଲାଗି ବସ ପରିବହନ ହିଁ ଏକମାତ୍ର ଉପାୟ । କଟକରେ ଜଳ ପରିବହନର ବିଶେଷ ଚାହିଦା ନଥିଲେ ମଧ୍ୟ ମାଛ ଧରିବା ଓ ଆଞ୍ଚଳିକ ନୌପରିବହନ ଲାଗି ଛୋଟ ଛୋଟ ଡଙ୍ଗାମାନ [[ମହାନଦୀ]] ଓ [[କାଠଯୋଡ଼ି]]ରେ ଚଳାଚଳ କରନ୍ତି । ଇଂରେଜ ଅମଳରେ ତାଳଦଣ୍ଡା କେନାଲ ବ୍ୟାପାରିକ ନୌପରିବହନର ଉତ୍କୃଷ୍ଟ ପନ୍ଥା ବିବେଚିତ ହେଉଥିଲେ ହେଁ ଅଧୁନା ଉନ୍ନତ ଟ୍ରକ ପରିବହନର ପ୍ରଚଳନ ହେତୁ ଏହାର ଆଉ ଚାହିଦା ନାହିଁ । ଏହାଛଡା କଟକର ଚାରବାଟିଆଠାରେ ଭାରତୀୟ ବାୟୁସେନାର ଏକ ବିମାନ ବନ୍ଦର ରହିଛି ।
 
==ଆଧାର==
{{ଆଧାର}}
 
{{କଟକ}}
{{ଓଡ଼ିଶା}}
 
[[ବିଭାଗଶ୍ରେଣୀ:ତାରକସି କାମ]]
==ଆଧାର==
[[ବିଭାଗଶ୍ରେଣୀ:ସହର]]
{{ଆଧାର}}
[[ବିଭାଗଶ୍ରେଣୀ:କଟକ ଜିଲା]]
 
[[ବିଭାଗ:ତାରକସି କାମ]]
[[ବିଭାଗ:ସହର]]
[[ବିଭାଗ:କଟକ ଜିଲା]]
[[ଶ୍ରେଣୀ:ଓଡ଼ିଶାର ସହର ଓ ନଗର]]
 
"https://or.wikipedia.org/wiki/କଟକ"ରୁ ଅଣାଯାଇଅଛି