"ସୁନାବେଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି:
{{About|ସୁନାବେଶ||ଜଗନ୍ନାଥଙ୍କ ବେଶ}}
ପ୍ରତିବର୍ଷ ସୁନାବେଶ ବା ରାଜବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ ୤ ଏହା ସାଧାରଣତଃ ବିଜୟାଦଶମୀ (ଦଶହରା), ପୌଷ ପୂର୍ଣ୍ଣମୀ (ପୁଷ୍ୟାଭିଷେକ), ଦୋଳ ପୂର୍ଣ୍ଣମୀ, କାର୍ତ୍ତିକ ପୂର୍ଣ୍ଣମୀ ଓ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ଅନୁଷ୍ଠିତ ହୋଇଥାଏ |
 
Line ୫ ⟶ ୬:
ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ପ୍ରାୟ ୨ଘଣ୍ଟା ସମୟ ବିନିମୟରେ ତିନିରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ ୤ ଶ୍ରୀଜୀଉମାନେ ସୁନାବେଶରେ ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି |
 
ଭିତିରଚ୍ଛ ମହାପାତ୍ର ମହାପ୍ରଭୁ [[ଜଗନ୍ନାଥ|ଶ୍ରୀଜଗନ୍ନାଥ]]ଙ୍କ ବାଡ଼ରେ, ତଳିଚ୍ଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ବଜତାଳଧ୍ଵଜ ଓ ଦର୍ପଦଳନ ରଥରେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି
 
==ଶ୍ରୀଜୀଉମାନଙ୍କ ଅଳଙ୍କାର==
Line ୧୩ ⟶ ୧୪:
* ଶ୍ରୀପୟର
* ଶ୍ରୀଭୁଜ
* ସ୍ବର୍ଣ୍ଣସ୍ଵର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ
* ଓଢିଆଣୀ
* ଚନ୍ଦ୍ରସୂର୍ଯ୍ୟ
Line ୨୨ ⟶ ୨୩:
* ତାବିଜ ମାଳି
* ସେବତୀ ମାଳି
* ତିଳକ
* ଚନ୍ଦ୍ରିକା
* ଅଳକା
* ଝୋବାକଣ୍ଠି
* ତ୍ରିଖଣ୍ଡିକା
* କମରପଟି
Line ୬୩ ⟶ ୬୪:
* [[ଜଗନ୍ନାଥଙ୍କ ଧୂପ]]
 
==ଆଧାର==
 
[[ବିଭାଗଶ୍ରେଣୀ:ହିନ୍ଦୁ ଧର୍ମ]]
[[ବିଭାଗଶ୍ରେଣୀ:ହିନ୍ଦୁ ପର୍ବ]]
[[ବିଭାଗଶ୍ରେଣୀ:ଜଗନ୍ନାଥ ଧର୍ମର ପର୍ବ]]
"https://or.wikipedia.org/wiki/ସୁନାବେଶ"ରୁ ଅଣାଯାଇଅଛି