"ଜଗନ୍ନାଥଙ୍କ ବେଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଆଧାର
ଟିକେNo edit summary
୨ କ ଧାଡ଼ି:
* ନବଯୌବନ ବେଶ
* ବାଚେରୀ ବେଶ
* [[ରାଧାଦାମୋଦର ବେଶ]]
:ଶ୍ରୀଜୀଉଙ୍କର ରାଧା ଦାମୋଦର ବେଶ ପ୍ରତ୍ୟେକ ବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ [[କାର୍ତ୍ତିକ]] ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଦୀର୍ଘ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହୋଇଥାଏ ୤
* ବଳିବାମନ ବେଶ
* ଗିରି ଗୋବର୍ଦ୍ଧନ ବେଶ
* କୃଷ୍ଣ ବଳରାମ ବେଶ
* ପ୍ରଳମ୍ବାସୁରବଧ ବେଶ
: [[ଭାଦ୍ରବ]] [[ମାସ]] [[କୃଷ୍ଣପକ୍ଷ]] [[ଦ୍ଵାଦଶୀ]] ତିଥିରେ [[ଜଗନ୍ନାଥ ମନ୍ଦିର|ଶ୍ରୀମନ୍ଦିର]]ରେ ଶ୍ରୀବିଗ୍ରହମାନଙ୍କୁ ପ୍ରଳମ୍ବାସୁର ବଧ ବେଶରେ ସଜ୍ଜିତ କରାଯାଏ ୤ଠାକୁରମାନଙ୍କ୤ ଠାକୁରମାନଙ୍କ ମଧ୍ୟାହ୍ନଧୂପ ନୀତି ଶେଷ ହେବାପରେ ଏହି ବେଶ କରାଯାଇଥାଏ ୤
* କାଳୀୟଦଳନ ବେଶ
* ପଦ୍ମମୁଖ ବେଶ