"ମାରିଚୀ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
EmausBot (ଆଲୋଚନା | ଅବଦାନ)
ଟିକେ r2.6.4) (Robot: Modifying en:Marichi temple
fix ref
୫୧ କ ଧାଡ଼ି:
[[File:Marichi temple Baleswar Odisha1.jpg|thumb|180px|ପିଢ଼ା ବିମାନ]]
[[File:Marichi temple Baleswar Odisha3.jpg|thumb|180px|ପୁରାତନ ମୂର୍ତ୍ତି]]
ଏହି ମନ୍ଦିରଟି ଏକ ଉତ୍କଳୀୟ ଶୈଳୀର ପିଢ଼ା ବିମାନ ମନ୍ଦିର । ମୂଳ ମନ୍ଦିର ଆଗରେ ଏକ [[ଜଗମୋହନ]] ରହିଅଛି । ଏଥି ମଧ୍ୟରେ ୧୧ଶ ଶତକର ଅନେକ [[ତନ୍ତ୍ର]], [[ବୌଦ୍ଧ ବାଦ|ବୌଦ୍ଧ]] ଓ [[ଜୈନ ଧର୍ମ|ଜୈନ]] ସଙ୍କେତ ଓ ମୂର୍ତ୍ତି ରହିଅଛି । ଏହା ସୋମବଂଶୀ କେଶରୀ ରାଜମାନଙ୍କ ଦେଇ ତିଆରି । ଏଠାରେ ଅନେକ ପୁରାତନ ସାଙ୍କେତିକ ମୂର୍ତ୍ତି ଯଥା ମୋଟ ୫ଟି ବୌଦ୍ଧ ମୂର୍ତ୍ତି, ବରାହୀ ଆଦି ରହିଛନ୍ତି । [[ଗର୍ଭଗୃହ]]ରେ [[ମଞ୍ଜୁଶ୍ରୀ]], [[ମାରିଚି]]ଙ୍କର ୨ଟି ମୂର୍ତ୍ତି ତଥା [[ତାରା]], [[ଅବଲୋକିତେଶ୍ଵର]] ଆଦି ମୂଋତ୍ତି ରହିଅଛି । ମନ୍ଦିର ପଛ କାନ୍ଥରେ ଚାରୋଟି ହାତ ଥିବା [[ବରାହୀ]], ଭୂମିସ୍ପର୍ଶ ମୁଦ୍ରାରେ [[ବୁଦ୍ଧ]], [[ଜୈନ]] ତୀର୍ଥଙ୍କର ଆଦି ଦେଖିବାକୁ ମିଳିଥାଏ ।<ref>{{Ignca|tag=019}}</ref>ଯଦିଓ ମୂଳ ବିଗ୍ରହଟି ଦୂର୍ଗାଙ୍କ ରୂପରେ ପୂଜା ପାଇଥାଏ, ଭଲ ଭାବରେ ଦେଖିଲେ ଜଣାଯାଏ ଯେ ଏହା ଏକ [[ମହାଯାନ]] ଠାକୁରାଣୀ ମାରିଚିଙ୍କ ମୂର୍ତ୍ତି ଯାହା ବାକି ଦୁଇଟି ମୂର୍ତ୍ତି ମଧ୍ୟରେ ରହିଅଛି । ମନ୍ଦିରର [[ଗର୍ଭଗୃହ]]ରେ ୧୧ଶ ଶତକର ତିନୋଟି ପ୍ରଧାନ ମୂର୍ତ୍ତି ରହିଅଛି । ଏଠାରେ ଏକ ପିଢ଼ା ବିମାନ ଓ ଆର.ସି.ସି. ନିର୍ମିତ ସମତଳ ମଣ୍ଡପ ରହିଅଛି । ମନ୍ଦିରଟି [[ଚୂନ ପଥର]]ରେ ତିଆରି ।
 
==ପୂଜା ପାଳନ==