"ମୁକ୍ତେଶ୍ୱର ଦେଉଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization; cosmetic changes
୪୪ କ ଧାଡ଼ି:
 
==ଇତିହାସ==
ଏହାର ନିର୍ମାଣ ୧୦ମ ଶତାବ୍ଦୀରେ କରାଯାଇଥିଲା । ଓଡ଼ିଶାର[[ଓଡ଼ିଶା]]ର ବାକି ମନ୍ଦିର ମାନଙ୍କ ତୁଳନାରେ ଏହାର ଆକାର କମ (୩୫ ଫୁଟ), ମାତ୍ର ଏହାର ବାହାରଭାଗରେ ଥିବା ତୋରଣ ଓ ଭିତରର ପଥରରେ ଖୋଦା କାରୁକାର୍ଯ୍ୟ ଅତି ମନୋରମ । ଏକ [[ଶୈବ]] ଧାର୍ମିକ ସ୍ଥଳ ସହ ଏହା [[ଓଡ଼ିଶା ମନ୍ଦିର ନିର୍ମାଣ ଶୈଳୀ]]ର ଏକ ବିଶେଷ ସ୍ଥାନ ।
 
==ନିର୍ମାଣ ଶୈଳୀ==